ସ୍ୱାମୀର ମୃତଦେହକୁ ଖଣ୍ଡଖଣ୍ଡ କରି କାଟି କ’ଣ କରିଥିଲା ସ୍ତ୍ରୀ ଜାଣନ୍ତୁ….

ନୂଆଦିଲ୍ଲୀ: ରୁଷର ଜଣେ ମହିଳାଙ୍କୁ ସ୍ୱାମୀଙ୍କୁ ଅତି ନର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜେଲ ହୋଇଥିଲା । ସେ ତାଙ୍କ ସ୍ୱାମୀଙ୍କୁ ବିଷ ଦେଇ ମାରି ଦେଇଥିଲେ । କେବଳ ଏତିକି ନୁହେଁ ସ୍ୱାମୀଙ୍କ ମୃତଦେହ ସହ ଶାରୀରିକ ସମ୍ପର୍କ ରଖିଥିଲେ, ଆଉ ମୃତଦେହକୁ ଖଣ୍ଡଖଣ୍ଡ କରି ମୂଷାକୁ ଖାଇବାକୁ ଦେଇଥିଲେ । କିନ୍ତୁ ପ୍ରମାଣ ଅଭାବରୁ ମହିଳାଙ୍କୁ ଜାମିନ ମିଳି ଯାଇଛି । ଏହି ଘଟଣାକୁ ଏବେ ବି କେସ ଚାଲିଛି । ଗତବର୍ଷ ଅଗଷ୍ଟରେ ଏହି ଘଟଣାରେ ମହିଳାଙ୍କୁ ଗିରଫ କରାଯାଇଥିଲା । କୋର୍ଟରେ ଓକିଲ ଦାବି କରିଥିଲେ କି ଉକ୍ତ ମହିଳା ଜଣକ ତାଙ୍କ ମା’ଙ୍କ କଥାରେ ପଡ଼ି ସ୍ୱାମୀଙ୍କୁ ବିଷ ଦେଇଥିଲେ । ସ୍ୱାମୀଙ୍କ ଜଣେ ୨୫ବର୍ଷୀୟ ମହିଳାଙ୍କ ସହିତ ସମ୍ପର୍କ ଥିଲା ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । ଏହି କାରଣରୁ ତାଙ୍କ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ତେବେ ଏହି ହତ୍ୟାକାଣ୍ଡରେ ସେ ସମସ୍ତ ପ୍ରମାଣକୁ ନଷ୍ଟ କରି ଦେଇଛନ୍ତି । ପ୍ରମାଣ ଅଭାବରୁ ତାଙ୍କୁ ଜାମିନ ମିଳି ଯାଇଥିଲେ ହେଁ ଏହି ଘଟଣାର ତଦନ୍ତ ଚାଲିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *