ଉଦ୍ଧବ ସରକାରଙ୍କ ବଡ ନିଷ୍ପତ୍ତି: ବଦଳିଲେ ମୁମ୍ବାଇ କମିଶନର ପରମବୀର

ମୁମ୍ବାଇ : ଏଣ୍ଟିଲିଆ କେସର ଯାଞ୍ଚ ଚାଲିଥିବା ବେଳେ ମହାରାଷ୍ଟ୍ରର ଉଦ୍ଧବ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କୁ ଦବଳି କରାଯାଇଛି । ତାଙ୍କ ସ୍ଥାନରେ ହେମନ୍ତ ଦାଗରାଲେଙ୍କୁ ମୁମ୍ବାଇର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି । ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦା ହୋଇଛନ୍ତି ପରମବୀର । ମହାରାଷ୍ଟ୍ର ହୋମଗାର୍ଡ ଡିଜି ଭାବେ ପରମବୀର ସିଂହଙ୍କ ବଦଳି ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *