ସଟଡାଉନ୍ ସମୟରେ ରେଳ ଷ୍ଟେସନରୁ ଗଡିବ ମୋ ବସ୍

ଭୁବନେଶ୍ୱର  : ଆସନ୍ତାକାଲି ଠାରୁ ଲାଗୁ ହେବ ସପ୍ତାହାନ୍ତ ସଟଡାଉନ୍ । ଏହି ସମୟରେ ଭୁବନେଶ୍ୱରରେ ମୋ ବସର ନିୟମିତ ଯାତାୟାତ ବନ୍ଦ ରହିବାକୁ ଥିବା ବେଳେ କେବଳ ଜରୁରୀକାଳୀନ ସେବାରେ ଲାଗିବା ପାଇଁ ଚଳାଚଳ ହେବ । ଅର୍ଥାତ୍ ଆସନ୍ତାକାଲି କେବଳ ରେଳ ଷ୍ଟେସନରୁ ହିଁ ବସ୍ ଚାଲିବ । ରେଳ ଷ୍ଟେସନରୁ ଆସୁଥିବା ଯାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଯାତାୟାତ କରିବ । ରେଲୱେ ଷ୍ଟେସନରୁ କଟକ ଏବଂ ଖୋର୍ଦ୍ଧା ପର୍ଯ୍ୟନ୍ତ ଯିବ ମୋ ବସ୍ । ବିମାନ ବନ୍ଦରରୁ ରେଲୱେ ଷ୍ଟେସନ୍ ସଟଲ ସେବା ମିଳିବ ବୋଲି କ୍ରୁଟ୍ ପକ୍ଷରୁ ସୁଚନା ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *