ୟୁଜି ଓ ପିଜି ପାରୀକ୍ଷା ନେଇ ଗ୍ରୀନ୍ ସିଗନାଲ୍

ଭୁବନେଶ୍ୱର: ୟୁଜି ଓ ପିଜି ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ବୈଠକ ହୋଇଛି । ପିଲାଙ୍କ ପରୀକ୍ଷା ହେବା ନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ମନ୍ତ୍ରୀ । ୧୮ତାରିଖରେ ଆଉ ଏକ ବୈଠକ ବସିବ । ଏହାପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଗତ ବର୍ଷ ଅନେକ ରାଜ୍ୟ ସରକାର ପରୀକ୍ଷା କରିନଥିଲେ । ଏଥର ରାଜ୍ୟରେ ମେ ୫ରେ ଲକଡାଉନ ହୋଇଛି । ଅନଲାଇନରେ ପିଲାଙ୍କ ପାଠପଢ଼ା ଚାଲିଛି । ତେଣୁ ଆସନ୍ତା ୧୮ ତାରିଖର ବୈଠକରେ ପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *