କୋଭିଡ୍ ପରିଚାଳନାରେ ଯୋଗଦେବେ ଡାକ୍ତରୀ ଛାତ୍ର

ଭୁବନେଶ୍ୱର : କୋଭିଡ୍ ପରିଚାଳନାରେ ଯୋଗଦେବେ ଡାକ୍ତରୀ ଛାତ୍ର । ଏସ୍‌ସିବି ମେଡିକାଲର ୬ ଜଣ ଇଣ୍ଟର୍ଣ୍ଣ ଏବଂ ୧୦୪ ଜଣ ଛାତ୍ରଙ୍କୁ କଲ୍ ସେଣ୍ଟରରେ ନିୟୋଜିତ କରିଛନ୍ତି ସରକାର । ଡ଼.ସୁମନ ସ୍ମିଥ ଅଧୀକାରୀ, ଡ଼.ପବନ ଅଗ୍ରୱାଲ, ଅନମୋଲ ଅଗ୍ରୱାଲ, ଡ଼. ଅରୁନ୍ଧତୀ ଆଚାର୍ଯ୍ୟ, ଡ଼. ଦିବ୍ୟ ପ୍ରକାଶ ଆଚାର୍ଯ୍ୟ ଓ ଡ଼. ସୌରଭ ଆଚାର୍ଯ୍ୟଙ୍କୁ ରାଜ୍ୟ ସରକାର ପକ୍ଷରୁ ନିୟୋଜିତ କରାଯାଇଛି । ଏହି ଡାକ୍ତରମାନେ ଭୁବନେଶ୍ୱରର ଇଡୋକ ଟାୱାର କଲ ସେଣ୍ଟରରେ କାର୍ଯ୍ୟ କରିବେ । ୧୦୪ଟି କଲ ସେଣ୍ଟରରେ ପରାମର୍ଶଦାତା ଭାବେ କାମ କେରିବେ ୬ ଜଣ ଡାକ୍ତର । ଏନେଇ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *