ଲଭଲୀନାଙ୍କ ପରାଜୟ: ବ୍ରୋଞ୍ଜରେ ହେବେ ସନ୍ତୁଷ୍ଟ

ନୂଆଦିଲ୍ଲୀ: ସେମିଫାଇନାଲରେ ଲଭଲୀନାଙ୍କ ପରାଜୟ ହୋଇଛି । ବକ୍ସିଂ ସେମିଫାଇନାଲ୍ ରେ ହାରିଯାଇଛନ୍ତି ଲଭଲୀନା । ତୁର୍କି ପ୍ରତିଦ୍ୱନ୍ଦୀ ବୁସେନାଜ୍ ସୁରମେନେଲୀଙ୍କ ସହ ମୁକାବିଲାରେ ହାରିଛନ୍ତି ଲଭଲୀନା । ତୁର୍କି ପ୍ରତିଦ୍ୱନ୍ଦୀଙ୍କ ଠାରୁ ୫-୦ରେ ଲଭଲୀନା ହାରିଛନ୍ତି । ୬୯ କେଜି ବର୍ଗ ସେମିରେ ତୁର୍କି ପ୍ରତିଦ୍ୱନ୍ଦୀଙ୍କ ଠାରୁ ହାରିଲେ । ତେଣୁ ଲଭଲୀନାଙ୍କ ସଫଳତା ବ୍ରୋଞ୍ଜରେ ସୀମିତ ରହିଛି । ତେବେ ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *