ଏନଫୋର୍ସମେଣ୍ଟ କଡ଼ାକଡ଼ି କଲା ବିଏମସି, ବିଭିନ୍ନ ହାଟରେ ଚଢ଼ାଉ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ମାମଲା କମୁଥିବା ବେଳେ ଲକଡାଉନକୁ କୋହଳ କରିଛନ୍ତି ସରକାର । ଭୁବନେଶ୍ୱରରେ ଦିନ ୨ଟା ଯାଏ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ବଜାର ଖୋଲାଥିବା ବେଳେ ଅନେକ ଦୋକାନରେ ଗହଳି ପରିଲକ୍ଷିତ ହେଉଛି । ଲୋକ ମାସ୍କ ପିନ୍ଧୁନଥିବା ବେଳେ ସାମାଜିକ ଦୂରତା ରକ୍ଷା ହେଉନି । ଏଭଳି ଅମାନିଙ୍କୁ ସାବାଡ୍ କରିବାକୁ ବିଭିନ୍ନ ହାଟରେ ରେଡ୍ କରିଛି ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ବିଏମସି ଓ କମିଶନରେଟ୍ ପୋଲିସର ମିଳିତ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଆଜି କିଟ୍ ହାଟ, ସିରିପୁର, ବରଗଡ଼, ଝାରପଡ଼ା, ୟୁନିଟ୍-୧ ସହ ୟୁନିଟ୍-୪ ମାର୍କେଟରେ ରେଡ୍ କରିଛି । ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପିନ୍ଧୁଛନ୍ତି ନା ନାହିଁ ଏସବୁ ପରଖିଛି ଏନଫୋର୍ସମେଣ୍ଟ ଟିମ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *