ଏୟାରପୋର୍ଟ ଅଭିମୁଖେ ଆଇପିଏସ୍ ଦେବାଶିଷ

ଭୁବନେଶ୍ୱର : ଆଜି ଏୟାରଲିଫ୍ଟ ହେଉଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ଏହି ପରିପ୍ରେକ୍ଷୀରେ ସେ ଭୁବନେଶ୍ୱର ଏୟାରପୋର୍ଟ ଅଭିମୁଖେ ବାହାରି ସାରିଛନ୍ତି। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି କୋଲକାତା ସ୍ଥାନାନ୍ତରଣ କରାଯାଉଛି । ତାଙ୍କୁ ସ୍ୱତନ୍ତ୍ର ଇକମୋ ସପୋର୍ଟରେ କୋଲକାତା ସୁପର୍ ସ୍ପେଶାଲିଟି ହସ୍ପିଟାଲକୁ ନିଆଯାଉଛି । ତାଙ୍କୁ ଏୟାରପୋର୍ଟ ପହଞ୍ଚାଇବା ପାଇଁ ଗ୍ରୀନ କରିଡର୍ ମଧ୍ୟ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *