ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଅବଧି ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏଥିସହିତ ଦିନକୁ ୪ ଲକ୍ଷ ପାଖାପାଖି ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି । ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି ଦେଶ । ବର୍ତ୍ତମାନ ସମୟ ଓ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆୟକର, ଟିଡିଏସ, ଆଇଟିଆର ରିଟର୍ଣ୍ଣ ଫାଇଲ ଅବଧି ବୃଦ୍ଧି ହୋଇଛି । ସୂଚନା ମୁତାବକ ଆୟକର ରିଟର୍ଣ୍ଣ ଫାଇଲ ଅବଧି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଧାର୍ଯ୍ୟ ସମୟ ପରେ ଆୟକର ରିଟର୍ଣ୍ଣ ଫାଇଲ ଅବଧି ଜାନୁଆରୀ ୩୧କୁ ବୃଦ୍ଧି ପାଇଛି । ଟିଡିଏସ ରିଟର୍ଣ୍ଣ ଅବଧି ମେ’ ୩୧ରୁ ଜୁନ୍ ୩୦କୁ ମଧ୍ୟ ବୃଦ୍ଧି ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *