ବିଚ୍ ରାସ୍ତାରେ ସ୍ତ୍ରୀ ଉପରେ ପେଟ୍ରୋଲ୍ ଢ଼ାଳି ଜାଳିଦେଲା ସ୍ୱାମୀ

ବ୍ରହ୍ମପୁର: ସ୍ତ୍ରୀ ଉପରେ ପେଟ୍ରୋଲ୍ ଢ଼ାଳି ଜାଳିଦେଲା ନିର୍ଦ୍ଦୟୀ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଛତ୍ରପୁର ମେରାଇନ୍ ଥାନା ଆର୍ଯ୍ୟପଲ୍ଲୀ ଗାଁରେ । ସ୍ୱାମୀ ସହିତ ଝଗଡା ହେବା ପରେ ମହିଳା ଜଣକ ନିଜ ବାପ ଘରେ ଆସି ରହୁଥିଲେ । ତେବେ ଆଜି କାମ କରିବାକୁ ଯାଉଥିବା ବେଳେ ନିଆଁ ଲଗାଇଦେଲା ସ୍ୱାମୀ । ରାସ୍ତା ମଝିରେ ସ୍ୱାମୀ ଏଭଳି ଉନ୍ମତ୍ତ କାଣ୍ଡ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଏପରି କରିଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *