୪୦ ଫୁଟ କୂଅରୁ ଜୀବନ୍ତ ଉଦ୍ଧାର ହେଲା ଯୁବକ

ଭୁବନେଶ୍ୱର   : ଆଉ ଥରେ ସାହସ ଓ ସଫଳତାର ପରାକାଷ୍ଠା ଦେଖାଇଛି ରାଜ୍ୟ ଅଗ୍ନିଶମ ବିଭାଗ । ୪୦ ଫୁଟର କୂଅରେ ପଡି ଯାଇଥିବା ଜଣେ ଯୁବକଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ସକ୍ଷମ ହୋଇଛି ଅଗ୍ନିଶମ ବିଭାଗ । ଭୁବନେଶ୍ୱରର ଶିଶୁପାଳଗଡ ସ୍ଥିତ କୂଅରେ ଜଣେ ଯୁବକ ପଡିଯାଇଥିବା ନେଇ ଖବର ମିଳିଥିଲା । ଶିଶୁପାଳଗଡର ସୁନୀଲ କୁମାର ବେହେରା ନାମକ ଯୁବକ ଜଣକ କୂଅରେ ପଡିଥିଲେ । ଘଟଣାସ୍ଥଳରେ ପହଞ୍ଚି ଭୁବନେଶ୍ୱର ଅଗ୍ନିଶମ ବିଭାଗର ଅଧିକାରୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ ।

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *