ଏଭର୍ ଗେିଭନ୍ ଜାହାଜ ଉପେର ୭,୫୦୦ କୋଟିର ଜୋରିମାନା

ନୂଆଦିଲ୍ଲୀ : ଭୁମଧ୍ୟସାଗର ଓ ଲୋହିତ ସାଗରକୁ ସେଂଯାଗ କରୁଥିବା ଜଳପଥ ସୁଏଜ୍ କେନାଲ୍େ‌ର ଏକ ସପ୍ତାହ ଧରି ଫସି ରହିଥିବା ଏଭର୍ ଗେିଭନ୍ ଜାହାଜ ଉପେର ସୁଏଜ୍ କେନାଲ୍ କତ୍ତୃର୍ପକ୍ଷ ୭,୫୦୦ କୋଟିରୁ ଊର୍ଦ୍ଧ୍ୱ ଜୋରିମାନା ଲାଗୁ କରିଛନ୍ତି । ସୂଚନୋଯାଗ୍ୟ ଯେ ଗତ ୨୩ ମାଚ୍ଚର୍କୁ ସାମୁଦ୍ରିକ ପଥେର ପ୍ରବଳ ଘୁଣ୍ଣିର୍ଝଡ଼ ଯୋଗୁଁ ଭାରାସାମ୍ୟ ହରାଇ ସୁଏଜ୍ କେନାଲ୍େ‌ର ଏଭର୍ ଗେିଭନ୍ ଜାହାଜ ଫସିଯାଇଥିଲା । ଏହି ଜାହାଜ ଯାତାୟତ ପଥକୁ ଅବେରାଧ କରିବା ଯୋଗୁଁ ସୁଏଜ୍ କେନାଲ୍ ଓ ସାମୁଦ୍ରିକ ପଥେର ୪୦୦ରୁ ଊର୍ଦ୍ଧ୍ୱ ଜାହାଜ ଫସି ରହିଥିଲା । ଫଳେର ସମଗ୍ର ୟେୁରାପ୍ ଓ ଏସିଆକୁ ସେଂଯାଗ କରୁଥିବା ଜଳପଥ ବାଧାପ୍ରାପ୍ତ ହୋଇଥିଲା । ବିପର୍ଯ୍ୟସ୍ତ ହୋଇଯାଇଥିଲା ବିଶ୍ୱ ପରବହନ ବ୍ୟବସ୍ଥା । କେବଳ ଟ୍ରାଞ୍ଜିଟ୍ ଫିସ୍ ଭାବେର କେନାଲ୍ କତ୍ତୃର୍ପକ୍ଷଙ୍କର ୭୧୪ କୋଟି ଟଙ୍କା କ୍ଷତି ହୋଇଛି ବୋଲି କତ୍ତୃର୍ପକ୍ଷ ପ୍ରକାଶ କରିଛନ୍ତି ।

ଜାହାଜ ଫସି ରହିବା ଯୋଗୁଁ ପ୍ରତ୍ୟୟ ୧୨ରୁ ୧୫ ମିଲିୟନ୍ ଡଲାର୍‌ର ଆର୍ଥିକ କ୍ଷତି ସହୁଥିଲା କେନାଲ୍ କର୍ତ୍ତୃପକ୍ଷ । ଜହାଜର ଜାପାନୀ ମାଲିକଙ୍କ ପାଇଁ ଆଇନ ସହାୟତା ପ୍ରଦାନ କରୁଥିବା ଲଣ୍ଡନ୍‌ସ୍ଥିତ କମ୍ପାନୀ ୟେୁକ ପି ଆଣ୍ଡ୍ ଆଇ ଏକ ବିବୃତି ଜାରି କରି କହିଛି ଯେ କ୍ଷତିପୂରଣ ଦାବି ନିରାଧାର । ଅୋମ ଜାହାଜ କମ୍ପାନୀ, ବୀମା କମ୍ପାନୀ ଓ କେନାଲ୍ ଅଥରିଟି ସହିତ ବାର୍ତ୍ତାଳାପ ଜାରି ରଖିଛୁ । ସୁଏଜ୍ କେନାଲ୍ ପ୍ରାଧିକରଣର ମୁଖ୍ୟ ଓସ୍‌ମା ରାବି କହିଛନ୍ତି ଯେ ଜାହାଜ ଏକ ସପ୍ତାହ ଧରି ଫସି ରହିବା ଯୋଗୁଁ ବିଶ୍ୱ ପରିବହନ ବାଧାପ୍ରାପ୍ତ ହେବା ସହିତ କେନାଲ୍‌ର ପଭୁତ କ୍ଷତି ହୋଇଛି । ୬ ଦିନ ଧରି ଜାହାଜ ଫସି ରହିବା ଯୋଗୁଁ ଜାହାଜର ମଧ୍ୟ ପ୍ରଭୁତ କ୍ଷତି ହୋଇଛି । ୪ ଲକ୍ଷ ୩୨ ହଜାର କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଛି ବୋଲି ଜାହାଜ କତ୍ତୃର୍ପକ୍ଷ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *