ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ଭୁବନେଶ୍ୱର : ୬୫ ଜଣ ନୂଆ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ନିଯୁକ୍ତିପତ୍ର ପ୍ରଦାନ ଅବସରରେ ମନ୍ତ୍ରୀ ଅରୁଣ ସାହୁ ନିଜର ଉଦବୋଧନରେ କହିଛନ୍ତି ଯେ, ‘ ଆମ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ସୁଯୋଗ ରହିଛି । ରାଜ୍ୟରେ ୪୮୦ କିମି ଉପକୂଳ, ୬.୮୬ ଲକ୍ଷ ହେକ୍ଟର ମଧୁର ଜଳ ଅଞ୍ଚଳ ରହିଛି ।ରାଜ୍ୟରେ ୪.୧୮ ଲକ୍ଷ ହେକ୍ଟର ଖାରିପାଣି ଅଞ୍ଚଳ ମଧ୍ୟ ରହିଛି । ୨୦ ବର୍ଷ ମଧ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ହୋଇଛି । ୨.୫୯ ଲକ୍ଷ ମେଟ୍ରିକ୍ ଟନରୁ ୮.୧୬ ଲକ୍ଷ ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି । ମତ୍ସ୍ୟ ରପ୍ତାନୀ ୩୭୯ କୋଟି ଟଙ୍କାରୁ ୩୨୪୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟର ପ୍ରାୟ ୧୪.୬୪ ଲକ୍ଷ ଲୋକ ମତ୍ସ୍ୟ କ୍ଷେତ୍ର ସହ ଜଡ଼ିତ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *