୧୦୦ ମିଟରରେ ନିରାଶ କଲେ ଦୂତି : ପଦକ ପକ୍କା କଲେ ମହିଳା ବକ୍ସର

ଟୋକିଓ: ନିରାଶ କଲେ ଭାରତୀୟ ଆଥଲେଟ୍ ଦୂତି ଚାନ୍ଦ । ୧୦୦ ମିଟର ରେସର ପ୍ରଥମ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି ।  ୧୧.୫୪ ସେକେଣ୍ଡରେ ସେ ୧୦୦ ମିଟର ଅତିକ୍ରମ କରିଛନ୍ତି । ଏବଂ ରେସରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି । ତେବେ ଆଗକୁ ୨୦୦ ମିଟର ରେସରେ ମଧ୍ୟ ଦୂତି ଭାଗ ନେବାକୁ ଥିବା ବେଳେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଅପରପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ପଦକ ପକ୍କା କରିଛନ୍ତି ମହିଳା ବକ୍ସର । ୬୯ କିଲୋ ବର୍ଗରେ ଲଭଲିନାଙ୍କ ଦମଦାର ବିଜୟ ହାସଲ କରିଛନ୍ତି । ସେମିଫାଇନାଲରେ ପହଞ୍ଚିଲେ ଲଭଲିନା ବୋରଗୋହେନ୍ । ଚାଇନିଜ୍ ତାଇପେଇ ଚିନ୍-ଚେନ୍ ନିଏନଙ୍କୁ ୪-୧ରେ ପରାସ୍ତ କରିଛନ୍ତି ଲଭଲିନା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *