ଡିଆରଡିଓ ତଥ୍ୟ ଲିକ୍ ମାମଲା : କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ରହସ୍ୟମୟୀ ମହିଳାଙ୍କ ଫଟୋ

ବାଲେଶ୍ୱର: ଡିଆରଡିଓ ତଥ୍ୟ ଲିକ୍‌ ମାମଲା । କ୍ରାଇମବ୍ରାଞ୍ଚ ହାତରେ ରହସ୍ୟମୟୀ ମହିଳାଙ୍କ ଫଟୋ । ଟେକନିକାଲ ତଥ୍ୟକୁ ଅପେକ୍ଷା କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ଫେସବୁକ ପ୍ରୋଫାଇଲ ସହ ଭିଡିଓ ମ୍ୟାଚ କରୁଛି । ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ । ବିଦେଶ ଲିଙ୍କ ମିଳିଥିବାରୁ ଇଣ୍ଟରପୋଲ୍‌ ସହାୟତା ଲୋଡ଼ିବ କ୍ରାଇମବ୍ରାଞ୍ଚ । ବ୍ୟାଙ୍କ ଆକାଉଣ୍ଟ, ଫୋନ, ବିଦେଶ ଲିଙ୍କ ରହିଛି । ମହିଳା ଜଣକ ବିଦେଶରୁ ରହି ଅପରେଟ କରିଥିବାରୁ ଇଣ୍ଟରପୋଲର ସହାୟତା ନିଆଯିବ । ମାମଲାରେ ଖୁବ୍‌ ଶୀଘ୍ର ଚାର୍ଜସିଟ୍‌ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *