DRDO ତଥ୍ୟ ଲିକ୍ ମାମଲା: ୫ ଅଭିଯୁକ୍ତଙ୍କୁ ୭ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ବାଲେଶ୍ୱର: DRDOରୁ ତଥ୍ୟ ଲିକ ଘଟଣା । ୫ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି । ବାଲେଶ୍ୱର କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ପୁଣି ମୂଳରୁ ତଦନ୍ତ କରିଵ କ୍ରାଇମବ୍ରାଞ୍ଚ । ସ୍ୱତନ୍ତ୍ର ଟିମ୍‌ ଅଭିଯୁକ୍ତଙ୍କୁ ପଚରାଉଚରା କରିବ। ଆଡିସନାଲ ଏସ୍‌ପିଙ୍କ ନେତୃତ୍ୱରେ ଗଠନ ହୋଇଛି ଟିମ୍। ଟିମରେ ଜଣେ ସାଇବର ଇନ୍ସପେକ୍ଟର, ଜଣେ ଏସଆଇ ରହିଛନ୍ତି । ଆଜିଠାରୁ ସବୁ ଦିଗକୁ ନେଇ ପଚରାଉଚରା କରିବ ଟିମ୍। ଆର୍ଥିକ କାରବାରର ମଧ୍ୟ ଯାଞ୍ଚ ହେବ । ତଥ୍ୟ କେମିତି ଦେଉଥିଲେ, କେତେ ଟଙ୍କା ମିଳୁଥିଲା ସେସବୁର ହେବ ଖୋଳତାଡ଼। କଟକ ମୁଖ୍ୟାଳୟରେ ଅଭିଯୁକ୍ତଙ୍କୁ ଜେରା ହେବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *