ବିଜେବି କଲେଜ +୩ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର : ମଙ୍ଗଳବାର ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ସାଇକୋଲୋଜି ବିଭାଗର ପ୍ରଗତି ଗୁରୁ କଳା ବିଭାଗୀୟ ଟପ୍ପର ହେବା ସହିତ ବେଷ୍ଟ ଗ୍ରାଜୁଏଟ ମନୋନୀତ ହୋଇଛନ୍ତି । ସେହିପରି ବିଜ୍ଞାନରେ ଗୌରହରି ସାହୁ ଓ ବାଣିଜ୍ୟରେ ଶୁଭମ ଚୌଧୁରୀ ଟପ୍ପର ହୋଇଛନ୍ତି ।
ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ବିଜ୍ଞାନରେ ପାଶ ହାର ସର୍ବାଧିକ ରହିଛି । ବିଜ୍ଞାନରେ ପାଶ ହାର ୯୬.୮୯ ରହିଥିବା ବେଳେ ବାଣିଜ୍ୟରେ ୯୫.୬ ଏବଂ କଳାରେ ପାଶ ହାର ୯୩.୬୮ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *