ଆଜି ୪ ଜିଲ୍ଲାରେ କୋଭିଡ୍ ଟିକାକରଣ ବନ୍ଦ

ଭୁବନେଶ୍ୱର: ଟିକା ସଂକଟ ଭିତରେ ଚାଲିଛି କୋଭିଡ୍ ଟିକାକରଣ ଆଜି ରାଜ୍ୟର ୪ ଜିଲ୍ଲାରେ କୋଭିଡ୍ ଟିକା ଦିଆଯିବ ନାହିଁ । ବଲାଙ୍ଗିର, ବାଲେଶ୍ୱର, ଢେଙ୍କାନାଳ ଓ ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ଆଜି ରାଜ୍ୟର ମାତ୍ର ୭୦୩ଟି କେନ୍ଦ୍ରରେ କୋଭିଡ୍ ଟିକାକରଣ ହେଉଛି । ଏବେ ରାଜ୍ୟ ପାଖରେ ୭ ତାରିଖ ସନ୍ଧ୍ୟା ସୁଦ୍ଧା କୋଭିସିଲ୍ଡର ୧ ଲକ୍ଷ ୯୦ ହଜାର ୩୮୦ ଡୋଜ୍ ରହିଛି । ସେହିଭଳି କୋଭାକ୍ସିନର ୨ ଲକ୍ଷ ୯୮ ହଜାର ୮୧୦ ଡୋଜ୍ ରହିଛି । ଏବେ ଭୁବନେଶ୍ୱର ସହ ଗଞ୍ଜାମରେ ଦିଆଯାଉଛି କୋଭାକ୍ସିନ୍ । ବାକି ଅନ୍ୟ ଜିଲ୍ଲାରେ କୋଭିସିଲ୍ଡ ଦିଆଯାଉଛି । ଆବଶ୍ୟକତା ଅନୁସାରେ କେନ୍ଦ୍ର କୋଭିସିଲ୍ଡ ଯୋଗାଣ କରୁନଥିବାରୁ ଅଧିକାଂଶ ସମୟରେ ଟିକାକରଣ ବନ୍ଦ ରହୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *