ଆଜି ରାଜ୍ୟରେ ସୁସ୍ଥ ହେଲେ ୧୧୭୬୯, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ବର: ଆଜି ରାଜ୍ୟରେ ୧୧୭୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୬୧୨୯୯୩କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୭୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳ ୯୪୩, କଟକ ୮୫୨, ଯାଜପୁର ୬୭୯, ସୁନ୍ଦରଗଡ଼ ୬୨୭, ସମ୍ବଲପୁର ୫୩୮, ବଲାଙ୍ଗିର ୫୦୬, ବାଲେଶ୍ବର ୪୭୨, ମୟୂରଭଞ୍ଜ ୪୪୯, ଭଦ୍ରକ ୪୧୪, କୋରାପୁଟ ୩୫୫, ବରଗଡ଼ ୩୫୧, ପୁରୀ ୩୫୦, ନବରଙ୍ଗପୁର ୩୪୨, କଳାହାଣ୍ଡି ୨୭୧, ଜଗତସିଂହପୁର ୨୬୭, ଷ୍ଟେଟପୁଲ ୨୬୬, କେନ୍ଦୁଝର ୨୩୭, ସୋନପୁର ୨୩୬, ଝାରସୁଗୁଡ଼ା ୨୩୧, ଗଞ୍ଜାମ ୨୧୫, ନୟାଗଡ଼ ୨୧୫, ବୌଦ୍ଧ ୧୯୦, ନୂଆପଡ଼ା ୧୮୦, ଢେଙ୍କାନାଳ ୧୬୯, ରାୟଗଡ଼ା ୧୬୫, କେନ୍ଦ୍ରାପଡ଼ା ୧୬୨, ମାଲକାନଗିରି ୧୧୧, ଦେବଗଡ଼ ୧୦୬, କନ୍ଧମାଳ ୭୫ ଓ ଗଜପତିରୁ ୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *