ରାଜ୍ୟରେ ଏଣିକି ଦୈନିକ ୭୩୦୦ ଆର୍‌ଟିପିଆର୍ ଟେଷ୍ଟ କରାଯିବ

ଭୁବନେଶ୍ୱର : ରାଜ୍ୟରେ ଏଣିକି ଦୈନିକ ୭୩୦୦ ଆର୍‌ଟିପିଆର୍ ଟେଷ୍ଟ କରାଯିବ । କରୋନା ପ୍ରତି ସତର୍କତାମୂଳକ ପଦକ୍ଷେପ ନେଇ ମନ୍ତ୍ରୀ ନବ ଦାସଙ୍କ ସୂଚନା । ବାହାର ରାଜ୍ୟର ସଂକ୍ରମଣ ବଢୁଥିବାରୁ ବିଭାଗ ତୀକ୍ଷ୍ମଣ ନଜର ରଖିଛି । ଏଣିକି ଦୈନିକ ୭୩୦୦ ଆର୍‌ଟିପିଆର୍ ଟେଷ୍ଟ ହେବ, ସ୍ୱତନ୍ତ୍ର ସଚିବଙ୍କୁ ଦାୟିତ୍ୱ । ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି ଏହାର ତଦାରଖ କରିବେ । ସମ୍ବଲପୁର, ରାଉରକେଲା, କଟକ ଓ ଭୁବନେଶ୍ୱରରେ ସେରୋ ସର୍ଭେ ହେବ । ଦେବଗଡ଼ ଓ ନୟାଗଡ଼ରେ ଆର୍‌ଟିପିଆର୍ ଟେଷ୍ଟିଂ ଲ୍ୟାବ ତୁରନ୍ତ ପ୍ରତିଷ୍ଠା ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *