ବହୁ ଚର୍ଚ୍ଚିତ ଦାଦନ ଶ୍ରମିକଙ୍କ ପାପୁଲି କଟା ଘଟଣା : ଦୋଷୀକୁ ୧୦ ବର୍ଷ ଦଣ୍ଡାଦେଶ

ଭୁବନେଶ୍ୱର : ୨୦୧୩ ମସିହାର ବହୁଚର୍ଚ୍ଚିତ ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ଆଜି ଶୁଣାଣି ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ପର୍ଶୁରାମ ନାଏକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶର ନିର୍ଦ୍ଦେଶ ଦେଇଛନ୍ତି ଧର୍ମଗଡ଼ ଏଡିଜେ । ୨୦୧୬ ମସିହାରେ ମାମଲାର ୮ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା । ତେବେ ୨ ଦାଦନଙ୍କୁ ଅକଥନୀୟ ନିର୍ଯ୍ୟାତନା ପରେ ହାତ ପାପୁଲି କଟାଯାଇଥିଲା । ଏଭଳି ନୃଶଂସ କାଣ୍ଡ କଳାହାଣ୍ଡି-ବଲାଙ୍ଗିର ସୀମାର ଏକ ଜଙ୍ଗଲରେ ଘଟିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *