କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

କଟକ: କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ । ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଆରମ୍ଭ କରିଛନ୍ତି ଅନଲକ ପ୍ରକ୍ରିୟା ଆରମ୍ଭ । ବିଭିନ୍ନ କଟକଣାରେ କିଛି ମାତ୍ରାରେ କୋହଳ ହୋଇଥିଲେ ବି ସଂପୂର୍ଣ୍ଣ ଭାବରେ କୋଭିଡ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଆଜି କଟକରେ ଏକ ବାଳାଶ୍ରମରୁ ୫ ଅନ୍ତେବାସୀ କୋଭିଡ୍ ପଜିଟିଭ ବାହାରିବା ପରେ ବାଳାଶ୍ରମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ସିଏମସି । ଏହା ସହ ବାଳାଶ୍ରମକୁ ସାନିଟାଇଜ, ସ୍ୱାସ୍ଥ୍ୟ ପରୀକ୍ଷା, ଜରୁରୀ ସାମଗ୍ରୀ ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି ।

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *