ମନରେଗା ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼ ପ୍ୟାକେଜ୍, ଜାଣନ୍ତୁ କେତେ ?

ଭୁବନେଶ୍ୱର : ରାଜ୍ୟରେ କରୋନା ପାଇଁ ଆର୍ଥିକ ସ୍ଥିତି ବିଶେଷ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ମନରେଗା ଶ୍ରମିକଙ୍କ ପାଇଁ କୋଭିଡ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଏପ୍ରିଲ, ମେ’ ଓ ଜୁନରେ କାମର କରିଥିବା ମନରେଗା ଶ୍ରମିକମାନେ ବିଶେଷଭାବେ ଉପକୃତ ହେବେ । ତେବେ ମନରେଗା ଶ୍ରମିକମାନେ ପ୍ରତି ଶ୍ରମଦିବସ ଲାଗି ଅତିରିକ୍ତ ୫୦ ଟଙ୍କା ପାଇବେ । ମନରେଗା ଶ୍ରମିକଙ୍କ ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜରେ ୩୨ ଲକ୍ଷ ଶ୍ରମିକ ଉପକୃତ ହେବେ । ଏହି ପ୍ୟାକେଜ ପାଇଁ ୫୩୨ କୋଟି ଟଙ୍କା ଖର୍ଚ୍ଚ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *