ବିଦ୍ୟୁତ୍ ଆଘାତରେ ବାପା-ମା-ଝିଅ ମୃତ, ବଞ୍ଚାଇବାକୁ ଯାଇ ପଡୋଶୀ ବି ଗୁରୁତର
ଜଗତସିଂହପୁର : ବିଦ୍ୟୁତ୍ ଆଘାତରେ ଚାଲିଗଲା ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ। ଏମିତି ଦୁଃଖଦପୂର୍ଣ୍ଣ ଘଟଣା ଘଟିଛିଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ବଣିତୋ ପଞ୍ଚାୟତରେ।
Read morestate
ଜଗତସିଂହପୁର : ବିଦ୍ୟୁତ୍ ଆଘାତରେ ଚାଲିଗଲା ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ। ଏମିତି ଦୁଃଖଦପୂର୍ଣ୍ଣ ଘଟଣା ଘଟିଛିଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ବଣିତୋ ପଞ୍ଚାୟତରେ।
Read moreଭୁବନେଶ୍ୱର: ଆଗକୁ ଆସୁଛି ଶୀତ ଋତୁ । ଏହି ଋତୁରେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ଏହି ସମୟରେ ଘରେ ବାହାରେ ବିପଦ ରହିଥାଏ ।
Read moreକଟକ: ପୂଜା ପୂର୍ବରୁ ଅପରାଧୀମାନେ ସକ୍ରିୟ ହୋଇ ଉଠିଛନ୍ତ । ଆଜି ସ୍ପଷ୍ଟ ଦିବାଲୋକାରେ ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କା ଲୁଟ୍ କରି ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର୍
Read moreଭୁବନେଶ୍ୱର: ଡକାୟତି ଯୋଜନା କରୁଥିବା ୪ଜଣ ଦୁର୍ବୃତ୍ତଙ୍କୁ ଖାରବେଳନଗର ଥାନା ପୁଲିସ ଚଢ଼ାଉ କରି ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କ୍ୟାପିଟାଲ ଥାନା ଅନ୍ତର୍ଗତ
Read moreଭୁବନେଶ୍ୱର: ଅପପ୍ରଚାର ରୋକିବାକୁ ଭିଡ଼ିଲେ ଅଣ୍ଟା । ଏଣିକି ଡିଜିଟାଲ ଲଢ଼େଇ ଲଢ଼ିବ ବିଜେଡି । ବିରୋଧୀଙ୍କ ଅପପ୍ରଚାରକୁ ଡିଜିଟାଲ ମାଧ୍ୟମରେ କଡ଼ା ଜବାବ ଦେବାକୁ ନିର୍ଦ୍ଦେଶ
Read moreଭୁବନେଶ୍ୱର: ରାଜଧାନୀରୁ ପୁଣି ବନ୍ଧା ହେଲେ ୨ ୱେବ ସାମ୍ବାଦିକ । ବୁମ୍ ଦେଖାଇ ମାଗୁଥିଲେ ଦାଦା ବଟି । ଗିରଫ ଦୁଇ ଜଣ ୱେବ ସାମ୍ବାଦିକ
Read moreକଟକ: ବନ୍ଧୁକ କାରବାରରେ ଆଲବମ୍ ଅଭିନେତା । ଆଲବମ ଅଭିନେତା ପ୍ରକାଶ ରାଉତ ଓରଫ ଜିତୁ ଗିରଫ ହୋଇଛନ୍ତି । ବାଦାମବାଡ଼ି ପୋଲିସ କବଜାରେ ୪ଜଣ ପେଶାଦାର ଅପରାଧୀ।
Read moreଭୁବନେଶ୍ୱର: ନିଶା ବିରୋଧୀ ଅଭିଯାନ ଚଳାଇଛି ଓଡ଼ିଶା ପୋଲିସ । ଦିନକୁ ଦିନ ଗଞ୍ଜେଇ ଓ ଡ୍ରଗ୍ସ ଜବତ ମାତ୍ରା ବଢ଼ି ବଢ଼ି ଚାଲିଛି । ଏହି
Read moreରାଉରକେଲା: ୨୦୧୫ ରଘୁନାଥପାଲି ଥାନା ଅନ୍ତର୍ଗତ ଗାଡିଆଟୋଲି ନିକଟରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି ତିନି ଜଣ
Read moreଭୁବନେଶ୍ୱର: ପ୍ରଥମ ରାଜ୍ୟ ଭାବେ ଓଡ଼ିଶା କିନ୍ନରଙ୍କୁ ପ୍ରଦାନ କଲା ସମାନତା ଅଧିକାର । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରକାଶ
Read more