ଦୁର୍ଘଟଣାର ୪୮ଘଣ୍ଟା ମଧ୍ୟରେ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ସମ୍ୱଲପୁର: ସ୍ୱାସ୍ଥ୍ୟ ସେବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ଼ ଘୋଷଣା । ଏଣିକି ସଡ଼କ ଦୁର୍ଘଟଣାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ଖର୍ଚ୍ଚ ବହନ କରିବେ

Read more

ଏନଆରଇଜିଏସର ବକେୟା ଅର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର: ଟଙ୍କା ଦେଉନାହିଁ କେନ୍ଦ୍ର । ଏନଆରଇଜିଏସର ବକେୟା ଅର୍ଥ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ରାଜ୍ୟ ରାଜନୀତି ସରଗରମ । ଆଗକୁ ନିର୍ବାଚନ

Read more

୨ ପରିବାରଙ୍କୁ ନିଆଁ ପାଣି ବାସନ୍ଦ, ଏସ୍‌ପିଙ୍କ ଦ୍ୱାରସ୍ଥ

ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତର ତାଲଜୁରି ଗ୍ରାମରେ ଦୁଇଟି ପରିବାରର ପ୍ରାୟ ୨୫ ଜଣ ସଦସ୍ୟଙ୍କୁ ଗ୍ରାମର କିଛି ପ୍ରଭାବଶାଳୀ ବ୍ୟକ୍ତି ନିଆଁ

Read more

କରୋନା ଜନିତ ମୃତ୍ୟୁ ସହାୟତା ଲାଗି ଆସନ୍ତାକାଲିଠୁ ଆବେଦନ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଆର୍ôଥକ ସହାୟତା ଯୋଗାଇ ଦେବାଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି

Read more

ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ ସମରେନ୍ଦ୍ର ସାମଲ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ପୋଲିସ ସବ୍ ଇନିସ୍ପେକ୍ଟର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ଆୟ ବହିର୍ଭୂତ

Read more

ମମିତାଙ୍କ ହତ୍ୟା ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପ୍ରସ୍ତୁତି, ହିତାଧିକାରୀଙ୍କୁ ବଣ୍ଟନ କରିବେ ସ୍ମାର୍ଟ କାର୍ଡ

କଳାହାଣ୍ଡି : ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରୁଥିବା ବେଳେ ନଭେମ୍ବର ୮ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Read more

ସରକାରୀ ବାବୁଙ୍କ ଧମକ : ଟଙ୍କା ଦୁଇ ଲକ୍ଷ ଦିଅ, ନହେଲେ ଫାଇଲ ମୁଭ୍ ହେବନାହିଁ

ସୁନ୍ଦରଗଡ଼ : ଟଙ୍କା ଦୁଇ ଲକ୍ଷ ଦିଅ, ନହେଲେ ଫାଇଲ ମୁଭ୍ ହେବନାହିଁ । ଏମସିଏଲ ଖଣିପାଇଁ ବିସ୍ଥାପିତଙ୍କ କ୍ଷତିପୂରଣ ଟଙ୍କା ଦେବା ପାଇଁ ଲାଞ୍ଚ ମାଗୁଛନ୍ତି

Read more

ମମିତା ମେହେରଙ୍କ ଘରେ ପହଞ୍ଚିଲା ବିଜେପି କେନ୍ଦ୍ରୀୟ ଟିମ୍

ଭୁବନେଶ୍ଵର : ମମିତା ମେହେରଙ୍କ ଘରେ ବିଜେପିର କେନ୍ଦ୍ରୀୟ ଟିମ୍ । ବଲାଙ୍ଗିର ଝରଣୀ ଗାଁ ଯାଇ ମମିତାଙ୍କ ପରିବାରକୁ ଭେଟିଛି ବିଜେପି କେନ୍ଦ୍ରୀୟ ଟିମ୍। ବିଜେପିର

Read more

ପିଶାସ ପାଲଟିଲା ପ୍ରେମିକ : ବିଶ୍ୱାସ ଜନ୍ମାଇ କଲା ଗଣଦୁଷ୍କର୍ମ

ଫୁଲବାଣୀ : ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଜଣେ ଯୁବକ ଫୁଲବାଣୀ ଅଞ୍ଚଳର

Read more

ପୁତୁରାର କାଠ ଫାଳିଆ ମାଡ଼ରେ ଚାଲିଗଲା ପିଉସାର ଜୀବନ

ଗଞ୍ଜାମ : ନିଜ ପୁତୁରାର କାଠ ଫାଳିଆ ମାଡ଼ରେ ଚାଲିଗଲା ପିଉସାର ଜୀବନ । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ ଗାୟଗଣ୍ଡା ପଞ୍ଚାୟତର ମହୁଲ ପାଟଣା

Read more