ଜୁଲାଇ ୧ ଯାଏଁ ଏକ ନମ୍ବର ହାଟକୁ ସିଲ୍ କଲା ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍

ଭୁବନେଶ୍ୱର: ରାଜଧାନୀର ୧ ନମ୍ବର ହାଟକୁ ସିଲ୍ କରାଯାଇଛି । କୋଭିଡ୍ ନିୟମ ଉଲ୍ଲଂଘନ ଯୋଗୁଁ ୧ ନମ୍ବର ହାଟକୁ ସିଲ୍ କରି ଦେଇଛି ବିଏମସି । ଗତ ୨୩ ତାରିଖରେ ୧ ନମ୍ବର ହାଟରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୧ ତାରିଖ ଯାଏ ୧ ନମ୍ବର ହାଟରେ ସମସ୍ତ ହୋଲସେଲ୍ ଓ ଖୁଚୁରା ବନ୍ଦ ରହିବ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ୧ ନମ୍ବର ହାଟ ଭିତରେ କୌଣସି ବି ଦୋକାନ ଖୋଲିବ ନାହିଁ । ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *