ବିଏମ୍‌ସିର ନୂଆ ଗାଇଡଲାଇନ୍ : ୫୦ ଜଣଙ୍କ ମଧ୍ୟରେ ହେବ ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା

ଭୁବନେଶ୍ୱର: ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ଭୁବନେଶ୍ୱର ମହାନଗର ନିଗମର ନୂଆ ଗାଇଡଲାଇନ୍ । ଆଗାମୀ ଶୀତ ଋତୁକୁ ନଜରରେ ରଖି ବିଏମସିର ନୂଆ ଗାଇଡଲାଇନ୍ । ସର୍ବାଧିକ ୫୦ଜଣରେ ହେବ ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା । ଆୟୋଜନ ପୂର୍ବରୁ ବିଏମସିର ଅନୁମତି ନେବା ବାଧ୍ୟତାମୂଳକ । ଥଣ୍ଡା, ଜ୍ୱର, କାଶ ଥିଲେ ସମାରୋହଠାରୁ ଦୂରେଇ ରହିବେ । ବୟସ୍କ, ଗର୍ଭବତୀ ଓ ୧୦ବର୍ଷରୁ କମ ଶିଶୁଙ୍କୁ ସାମିଲ କରାଯିବାକୁ ନେଇ କଟକଣା । ସମାରୋହରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଇବେ ଆୟୋଜକ । ସମାରୋହରେ ୬ଫୁଟର ସାମାଜିକ ଦୂରତା ନିୟମ ମାନିବେ । ଖାଇବା ସମୟ ଛଡ଼ା ଅନ୍ୟ ସବୁବେଳେ ମାସ୍କ ପିନ୍ଧିବେ । ପାନ/ଗୁଟଖା ଖାଇବା ଓ ଛେପ ପକାଇବା ସମ୍ପୂର୍ଣ୍ଣ ମନା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *