ନବୀନଙ୍କ ନିଷ୍ପତ୍ତି, ପିପିଲିରେ ବିଜେଡି କରିବ ନାହିଁ ନିର୍ବାଚନୀ ରାଲି

ଭୁବନେଶ୍ବର: ପିପିଲିରେ ବିଜୁ ଜନତା ଦଳ କରିବ ନାହିଁ କୈଣସି ନିର୍ବାଚନୀ ରାଲି କିମ୍ବା ପ୍ରଚାର। କୋଭିଡ ଭୟବହତା ଦୃଷ୍ଟିରୁ ପ୍ରଚାର, ଶୋଭାଯାତ୍ରା ଏବଂ ସଭା ସମ୍ମିଳନୀକୁ ବାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ସମସ୍ତ ନେତା, କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ଦଳ ମୁଖିଆ । ଲୋକଙ୍କ ସେବା କରିବା ପାଇଁ ଆମେ ନିର୍ବାଚନ ଲଢୁ । ସମଗ୍ର ଓଡିଶା ମୋ ପରିବାର ।

ତେଣୁ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ରହିବାର ଦାୟିତ୍ବ ମୋ ର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଜନସାଧାରଣଙ୍କ ମୂଲ୍ୟବାନ ଜୀବନ ରକ୍ଷା କରିବା ପାଇଁ ପ୍ରଚାର ଏବଂ ରାଲିକୁ ବିଜେଡି କରିବ ନାହିଁ ବୋଲି ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *