Bjd ralli in niali 20no jone

ନିଆଳୀ ୨୦ନଂ ଜୋନରେ ବିଜେଡିର ପଦଯାତ୍ରା

ନିଆଳୀ- ୨୧-୧୦-୨୦୨୫(ବି .ଏନ .ଓ ) :(ବିଶ୍ୱମ୍ବର ସେନାପତି)  ଜି ନିଆଳୀ ନିର୍ବାଚନ ମଣ୍ଡଳୀର ନିଆଳୀ ବ୍ଲକର ୨୦ ନଂ ଜୋନର କସର୍ଦା ଗ୍ରାମପଞ୍ଚାୟତର କସର୍ଦାରୁ ମା ଜାଗୁଳାଇ ମନ୍ଦିର ରୁ ଗ୍ରାମ ଭିତର ଦେଇ ପୂର୍ବତନ ବିଧାୟକ 

news by biswombar senapati

ପ୍ରଫେସର (ଡାକ୍ତର) ପ୍ରମୋଦ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ପଦଯାତ୍ରା ଅନୁଷ୍ଠିତ ହେଇଅଛି| ଏହି ପଦଯାତ୍ରା ରେ 6 ଗୋଟି ପାଞ୍ଚୟତର ସରପଞ୍ଚ, ସମିତି ସଭ୍ୟ,ପଂଚାୟତ ସଭାପତି, ଜିଲ୍ଲାପରିଷଦ ସଭ୍ୟା, ବ୍ଲକ ଅଧକ୍ଷ,ପୂର୍ବତନ ଅଧକ୍ଷ, ବ୍ଲକ ସଭାପତି, ପୂର୍ବତନ ସଭାପତି, କାଯ୍ୟକାରୀ ସଭାପତି, ବ୍ଲକ ଯୁବ ଛାତ୍ର ସଭାପତି, ମହିଳା ଓ ଯୁବ ଛାତ୍ର ଲଢୁଆ ସାଥିମାନେ ଯୋଗ ଦେଇଥିଲା ବେଳେ ଶତାଧିକ କର୍ମୀ ଉତ୍ସାହିତ ହୋଇ ସ୍ୱତପ୍ରବୃତ ଭାବେ ଯୋଗଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ .କସର୍ଦା ସାଇ ମନ୍ଦିର ପାଖ ବୃହତ ପଡିଆରେ ଏକ ସଭାର ଆୟୋଜନ କରାଯାଇଥିଲା.କସର୍ଦା ଗ୍ରାମ ପଞ୍ଚାୟତର ସରପଞ୍ଚ ସୁରେଶ ପଟନାୟକ ପରିଚାଳନା କାର୍ଯ୍ୟ ତୁଲାଇଥିବାବେଳେ ବ୍ଲକ ସଭାପତି ଅତୁଲ୍ୟଜେନା,ପୂର୍ବତନ ସଭାପତି ତ୍ରିଲୋଚନ ମହାନ୍ତି ,ନିଆଳୀ ବ୍ଲକ ଚେୟାରମ୍ୟାନ ଉମେଶ ଚନ୍ଦ୍ର ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ନ୍ୟାୟବ୍ରତ ରାଉତ,ଜିଲାପରିଷଦ ସୌଦାମିନି ମହାପାତ୍ର,ଜିଲ୍ଲା ପରିଷଦ କବିତା ରାଉତ,ସଂଗଠକ ଅଭିମନ୍ୟୁ ମଲିକ,ବିଶ୍ୱମ୍ବର ସ୍ୱାଇଁ,ଅଭୟ ରାଉତ,ଅଶୋକ କାଣ୍ଡି,ଲୋଚନ ଦାସ , ରାଣିଓଳା ସରପଞ୍ଚ ତ୍ରିନାଥ ମହାନ୍ତି , ଏରଞ୍ଚ ସରପଞ୍ଚ ନିରଞ୍ଜନ ବେହେରା , ବିଳାଶୁଣି ସରପଞ୍ଚ ପ୍ରତିନିଧି ପ୍ରତିନିଧି ପ୍ରଦୀପ୍ତ କୁମାର ନନ୍ଦ , ବିଳାଶୁଣି ସମିତି ସଭ୍ୟ ସମ୍ପଦ ମହାନ୍ତି , ଶଗଡାଇଲୋ ସମିତି ସଭ୍ୟ ପ୍ରଦୀପ୍ତ ପରିଡ଼ା , ସିଠାଳୋ ନୋମିନୀ ପ୍ରତିନିଧି ମନୋରଞ୍ଜନ ବେହେରା , ପହଙ୍ଗା ସରପଞ୍ଚ ପ୍ରତିନିଧି ପରୀକ୍ଷିତ ବାରିକ , ଏକବେରୁଆଁ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ , ନୋମିନୀଙ୍କ ପ୍ରତିନିଧି ସଂଗ୍ରାମ କିଶୋର ବଡୁ , ନାରୀ ନେତ୍ରୀ ଦୀପ୍ତିମୟୀ ରାୟ , ବ୍ଲକ ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ସ୍ବାଇଁ , କଟକ ଜିଲ୍ଲା ସମ୍ପାଦକ ସୁହେଲ୍ ମିର୍ଜା । ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *