ନିର୍ବାଚନ ଆସିଲେ ବିଜେପି ପ୍ରତିଦିନ ସିଇଓ ଅଫିସ ଦୌଡ଼ିଥାଏ : ବିଜେଡି

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ହାରିବାକୁ ଯାଉଛି ବିଜେପି । ଉପନିର୍ବାଚନରେ ହାରୁଥିବାରୁ ହତାଶ ଓ ନିରାଶ ଅବସ୍ଥାରେ ରାଜ୍ୟ ବିଜେପି । ଯେଉଁଥିପାଇଁ ପାରମ୍ପରିକ ଭାବେ ଅପଚେଷ୍ଟା ଚଳାଇ ଆସିଛି ବିଜେପି । ପିପିଲି ପ୍ରଚାରରେ ବିଜେପିର ଅପଚେଷ୍ଟା ଜାରି ରହିଥିବା ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସେହିପରି ବିଜେପି ଓଡ଼ିଶାବାସୀଙ୍କ ପାଖରେ ପ୍ରାସଙ୍ଗିକତା ହରାଇଛି । ଗଣମାଧ୍ୟମ ଜରିଆରେ ନିଜର ପ୍ରାସଙ୍ଗିକତା ରଖିବାକୁ ଚାହୁଁଛି । ନିର୍ବାଚନ ଆସିଲେ ବିଜେପି ପ୍ରତିଦିନ ସିଇଓ ଅଫିସ ଦୌଡ଼ିଥାଏ ବୋଲି କହିଛନ୍ତି ସସ୍ମିତ ପାତ୍ର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *