ଆଜି ରାଜଧାନୀରେ ସୁସ୍ଥ ଅଧିକ, ଆକ୍ରାନ୍ତ ସଂଖ୍ୟା କମ

ଭୁବନେଶ୍ୱର :   ଆଜି ଭୁବନେଶ୍ୱରରୁ ୯୧୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ୭୧ ହଜାର ୮୮୩ ଛୁଇଁଛି ମୋଟ ସଂଖ୍ୟା | ଏଯାବତ ରାଜଧାନୀରେ ୩ ଜଣଙ୍କ ଜୀବନ ନେଇସାରିଲାଣି କରୋନା । ଏବେ ରାଜଧାନୀରେ ୧୨ ହଜାର ୬୯୧ ଟି ଆକ୍ଟିଭ କେଶ ରହିଛି | ତେବେ ଗତ ୨୪ ଘଣ୍ଟା ଭିତରେ ୧୦୧୯ ଜଣ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ୫୮ ହଜାର ୮୪୬ ରେ ପହଂଚିଛି ସୁସ୍ଥ ସଂଖ୍ୟା | ଆଜି କ୍ଵାରେଣ୍ଟୀନରୁ ୧୫୩ ଜଣ ଥିବା ବେଳେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୫୩ ଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *