ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ସାମ୍ୱାଦିକ

ଭୁବନେଶ୍ୱର: ପୁଣି ରାଜଧାନୀରେ ମାତିଲେ ଲୁଟେରା । ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ସାମ୍ବାଦିକ । ଗୁରୁତର ସାମ୍ବାଦିକ ହେଲେ ସତ୍ୟ ସୁନ୍ଦର ଭଞ୍ଜ । ଡେଲଟାରେ ରହୁଥିବା ସତ୍ୟସୁନ୍ଦର ଆଜି ଭୋର ୫ଟା ବେଳେ, ପ୍ରାତଃଭ୍ରମଣ କରୁଥିବା ବେଳେ, ଦୁଇ ଜଣ ଯୁବକ ସ୍କୁଟିରେ ଆସି ସତ୍ୟଙ୍କୁ ମୋବାଇଲ ମାଗିଥିଲେ । ସତ୍ୟ ମନା କରିବା ପରେ ଲୁହା ରଡ଼ରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ସତ୍ୟ ପାଲଟା ଆକ୍ରମଣ ମଧ୍ୟ କରିଥିଲେ । ତେବେ ପରେ ଅନ୍ୟ ଉପାୟ ନପାଇ ନିଜ ମୋବାଇଲ ଦେଇଦେବାକୁ ବାଧ୍ୟ ହୋଇଥିଲେ। ମୋବାଇଲ ନେଇ ଘଟଣାସ୍ଥଳରୁ ଦୁଇ ଲୁଟେରା ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସାମ୍ବାଦିକ ସତ୍ୟ ଭଞ୍ଜଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *