ବାହାର ରାଜ୍ୟରୁ ଓଡ଼ିଶାକୁ ଆସିବା ପାଇଁ ଥିବା କଟକଣା ହଟିଲା

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ଓଡ଼ିଶା ଆସିବା ପାଇଁ ଅନେକ କଟକଣା ଲାଗୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଉପରୁ କଟକଣା ହଟାଇ ଦିଆଯାଇଛି । ଏଣିକି ଓଡ଼ିଶା ଆସିବା ପାଇଁ ଦରକାର ପଡ଼ିବ ନାହିଁ କରୋନା ଟେଷ୍ଟ ରିପୋର୍ଟ । ଏହାବ୍ୟତୀତ ଆଣ୍ଟିଜେନ୍ କିମ୍ବା ଆରଟିପିସିଆର୍ ରିପୋର୍ଟ କି ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ରର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *