କାଟାମାରାନ୍ ପକ୍ଷରୁ ଅଧ୍ୟକ୍ଷ ଓ ସଭାପତି ନିଯୁକ୍ତି ଘୋଷଣା

କାଟାମାରାନ୍ ପକ୍ଷରୁ ଅଧ୍ୟକ୍ଷ ଓ ସଭାପତି ନିଯୁକ୍ତି ଘୋଷଣା ଭୁବନେଶ୍ୱର: ଅଗ୍ରଣୀ ନିବେଶ ସଂସ୍ଥା କାଟାମାରାନ୍ ପକ୍ଷରୁ ଶ୍ରୀଯୁକ୍ତ ଏମ୍ ଡି ରଙ୍ଗନାଥଙ୍କୁ ଏହାର ଅଧ୍ୟକ୍ଷ ଭାବେ

Read more

ଟିପିସିଓଡିଏଲ୍ ପକ୍ଷରୁ ଏହାର ଆଭା ଶକ୍ତି ମହିଳାଙ୍କୁ ଏକ ସ୍ୱତନ୍ତ୍ର ଓଡ଼ିଆ ପରିଚୟ ପ୍ରଦାନ

(ଏହାର ସ୍ୱୟଂ ସହାୟକ ଗୋଷ୍ଠୀ ସଶକ୍ତୀକରଣ କାର୍ଯ୍ୟକ୍ରମର ସଦସ୍ୟା)  ଏହି ପ୍ରକଳ୍ପ ହେଉଛି ଓଡ଼ିଶା ଶକ୍ତି ବିଭାଗ, ମିଶନ ଶକ୍ତି, ରାଜ୍ୟ ହସ୍ତତନ୍ତ ୟୁନିଟ୍‌, ସାରା

Read more

ଟାଟା ଷ୍ଟିଲ ମାଇନିଂ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସ୍ୱଦେଶୀ ରେଶମ କୀଟ ପ୍ରଜାତି 'ସୁକିନ୍ଦା ଇକୋରେସ୍' ସଂରକ୍ଷଣ ପାଇଁ ପଦକ୍ଷେପ

ଟାଟା ଷ୍ଟିଲ ମାଇନିଂ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସ୍ୱଦେଶୀ ରେଶମ କୀଟ ପ୍ରଜାତି 'ସୁକିନ୍ଦା ଇକୋରେସ୍' ସଂରକ୍ଷଣ ପାଇଁ ପଦକ୍ଷେପ ଜୈବ ବିବିଧତା ସଂରକ୍ଷଣ

Read more

ଚୀନ୍‌କୁ ଅତିକ୍ରମ କରି ବଜାଜ୍ ଆଲିଆଂଜ୍ ଲାଇଫ୍ ପକ୍ଷରୁପ୍ଲାଙ୍କାଥନ୍‌ରେ ଗିନିଜ୍ ବିଶ୍ୱ ରେକର୍ଡ ଭଙ୍ଗ

ଚୀନ୍‌କୁ ଅତିକ୍ରମ କରି ବଜାଜ୍ ଆଲିଆଂଜ୍ ଲାଇଫ୍ ପକ୍ଷରୁପ୍ଲାଙ୍କାଥନ୍‌ରେ ଗିନିଜ୍ ବିଶ୍ୱ ରେକର୍ଡ ଭଙ୍ଗ ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଘରୋଇ ଜୀବନ ବୀମା କଂପାନି ବଜାଜ୍

Read more

ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ ଭୁବନେଶ୍ୱର: ଗ୍ରାମୀଣ ଓ ଅର୍ଦ୍ଧ ସହରାଚଂଳର ବ୍ୟାଙ୍କ ସେବା ପହଂଚିନଥିବା କିମ୍ବା ଅଳ୍ପ ଭାବେ

Read more

କ୍ରୋମା ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳନ:

ଟିଭି, ଲାପ୍‌ଟପ୍‌, ସ୍ମାର୍ଟଫୋନ୍‌, ଆକ୍‌ସେସୋରିଜ୍ ଉପରେ ଶ୍ରେଷ୍ଠ ଡିଲ୍‌ ଭୁବନେଶ୍ୱର: ଭାରତର ୭୫ତମ ସ୍ୱାଧୀନତା ଦିବସକୁ ପାଳନ କରିବା ଲାଗି ଭାରତର ପ୍ରଥମ ଓ ଟାଟା ଗ୍ରୁପ୍‌ର

Read more

ୱି ଭାରତର ଦ୍ରୁତତମ ଅଭିବୃଦ୍ଧିଶୀଳ ୪ଜି ନେଟ୍‌ୱର୍କ: ଓପୋନ୍‌ସିଗ୍‌ନାଲ୍‌

ୱି ଭାରତର ଦ୍ରୁତତମ ଅଭିବୃଦ୍ଧିଶୀଳ ୪ଜି ନେଟ୍‌ୱର୍କ: ଓପୋନ୍‌ସିଗ୍‌ନାଲ୍‌ ଭୁବନେଶ୍ୱର: ଗତ ଏକ ବର୍ଷ ଧରି ବିଶ୍ୱ ଓ ଭାରତୀୟ ତୃତୀୟ ପକ୍ଷ ଏଜେନ୍ସି ଦ୍ୱାରା ୱିକୁ

Read more

ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍‌ କପ୍‌ରେ ପୁଣି ଚମକିଲେ ସାର୍ଥକ ଚଭନ ଓ ରାହୀଶ   ଖତ୍ରି

ଭୁବନେଶ୍ୱର: ଭାରତୀୟ ଜାତୀୟ ମୋଟରସାଇକଲ ରେସିଂ ଚାମ୍ପିଆନ୍‌ସିପ୍‌ର ତୃତୀୟ ରାଉଣ୍ଡ ଆଜି ଶେଷ ହୋଇଛି । ୨୦ ପରବର୍ତି ପିଢ଼ିର ଚାଳକ ଟ୍ରାକ୍‌ରେ ନିଜର ଶକ୍ତିଶାଳୀ ପ୍ରଦର୍ଶନ

Read more

ଏମ୍‌ଏସ୍‌ଏମ୍‌ଇକୁ ଋଣ ଆବଂଟନ ତ୍ୱରାନ୍ୱିତ: ଟ୍ରାନ୍ସୟୁନିୟନ୍ ସିବିଲ୍‌ ଭୁବନେଶ୍ୱର: ଟ୍ରାନ୍ସୟୁନିୟନ୍ ସିବିଲ୍‌-ସିଡ୍‌ବି ଏମ୍‌ଏସ୍‌ଏମ୍‌ଇ ପଲସ୍ ରିପୋର୍ଟ ଜାରି ହୋଇଛି । ମହାମାରୀ ପୂର୍ବ ସମୟ ତୁଳନାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁୁ ଋଣ ଆବଂଟନ ଦ୍ୱିଗୁଣିତ ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି । ୨୦୨୨ ମାର୍ଚ୍ଚ ସୁଦ୍ଧା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଦିଆଯାଇଥିବା ଋଣ ପରିମାଣ ୨୩.୧୨ ଲକ୍ଷ କୋଟି ଟଙ୍କା ରହିଛି । ଗତବର୍ଷ ତୁଳନାରେ ଏଥିରେ ୬.୩ ପ୍ରତିଶତ ବୃଦ୍ଧି ହୋଇଛି । ସକ୍ରିୟ ଏମ୍‌ଏସ୍‌ଏମ୍‌ଇ ଋଣଗ୍ରହୀତାଙ୍କ ସଂଖ୍ୟାରେ ୬ ପ୍ରତିଶତ ବୃଦ୍ଧି ହୋଇଛି । ରିପୋର୍ଟକୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ ମହାମାରୀର ଦ୍ୱିତୀୟ ଲହର ପରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଋଣ ଚାହିଦା ତ୍ୱରାନ୍ୱିତ ହୋଇଛି । କୋଭିଡ୍ ମହାମାରୀ ପୂର୍ବ ସମୟ ତୁଳନାରେ ଏହା ୧.୬ ଗୁଣା ଅଧିକ ରହିଛି । ଗତବର୍ଷ ତୁଳନାରେ ବାଣିଜ୍ୟିକ ଋଣ ଅନୁସନ୍ଧାନରେ ମଧ୍ୟ ବୃଦ୍ଧି ହୋଇଛି । ସରକାରୀ କ୍ଷେତ୍ରର ବ୍ୟାଙ୍କରେ ଅନୁସନ୍ଧାନ ୧.୬ ଗୁଣା ଓ ଘରୋଇ ବ୍ୟାଙ୍କରେ ୧.୭ ଗୁଣା ବୃଦ୍ଧି ପାଇଛି । ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନ (ଏନବିଏଫ୍‌ସି)ରେ ସୁଧାର ହାରରେ ଉନ୍ନତି ହୋଇଛି । ଏନ୍‌ବିଏଫ୍‌ସିରେ ଅନୁସନ୍ଧାନରେ ୧.୪ ଗୁଣା ବୃଦ୍ଧି ଘଟିଛି । ଏମ୍‌ଏସ୍‌ଏମ୍‌ଇ ପଲ୍‌ସ ରିପୋର୍ଟର ସଦ୍ୟତମ ସଂସ୍କରଣ ବିଷୟରେ ସିଡ୍‌ବିର ସିଏମ୍‌ଡି ଶିବସୁବ୍ରମଣିଅନ୍ ରମଣ କହିଛନ୍ତି ଯେ, “ଏମ୍‌ଏସ୍‌ଏମ୍‌ଇ ପଲ୍‌ସର ଏହି ସଂସ୍କରଣ ତଥ୍ୟରୁ ଋଣ ଚାହିଦା ଓ ଯୋଗାଣକୁ ନେଇ ଯେଉଁ ତଥ୍ୟ ମିଳିଛି ସେଥିରୁ ଏହା ବୁଝାପଡ଼ୁଛି ଯେ ଇସିଏଲ୍‌ଜିଏସ୍ ଜରିଆରେ ସଠିକ୍ ସମୟରେ ପାଣ୍ଠି ପ୍ରଦାନ କରାଯିବା ଯୋଗୁଁ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ପୁନଃଅଭ୍ୟୁଦୟ ଘଟିଛି । ଋଣ ପ୍ରଦାନକାରୀମାନେ ସଫଳତାର ସହ ଇସିଏଲ୍‌ଜିଏସ୍‌କୁ କାର୍ଯ୍ୟକାରୀ କରିଛନ୍ତି ଏବଂ ସମସ୍ତ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସମୟୋପଯୋଗୀ ସହାୟତା ପ୍ରଦାନ କରିଛନ୍ତି । ଏହି ପାଣ୍ଠି ହାସଲ କରିଥିବାରୁ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ନିଜ ବ୍ୟବସାୟ ଅଭିବୃଦ୍ଧିକୁ ଦ୍ରୁତ ଗତିରେ ବ୍ୟାପକ କରିପାରିବେ ।’’ ଟ୍ରାନ୍ସୟୁନିୟନ୍ ସିବିଲ୍‌ର ପରିଚାଳନା ନିର୍ଦେଶକ ଓ ସିଇଓ ରାଜେଶ କୁମାର କହିଛନ୍ତି ଯେ, “ସବୁ କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇ ଋଣ ଚାହିଦା ବୃଦ୍ଧି ପାଇବା ଯୋଗୁଁ ଅର୍ଥନୀତିରେ ଉତମ ସୁଧାର ହୋଇପାରିଛି । ଏହି ଚାହିଦାକୁ ପୂରଣ କରିବ ଋଣ ପ୍ରଦାନକାରୀମାନେ ସେମାନଙ୍କ ପୋର୍ଟଫୋଲିଓକୁ ବଢ଼ାଇପାରିବେ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଜିଡିପି ଅଭିବୃଦ୍ଧିକୁ ମଧ୍ୟ ଯୋଗଦାନ ପ୍ରଦାନ କରିପାରିବେ । ଏମ୍‌ଏସ୍‌ଏମ୍‌ଇର ଏକ ସାମଗ୍ରିକ ଦୃଷ୍ଟିକୋଣ ପାଇଁ ବିଭିନ୍ନ ଉତ୍ସରୁ ତଥ୍ୟ ଜରିଆରେ ଦ୍ରୁତ ଓ ନିରବଚ୍ଛିନ୍ନ ସୁବିଧା ପ୍ରଦାନ ଜରିଆରେ ଏହି ସୁଧାରକୁ ଆହୁରି ତ୍ୱରାନ୍ୱିତ କରାଯାଇପାରିବ । ଭାରତୀୟ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଦୀର୍ଘମିଆଦୀ ଉଦୟ ପାଇଁ ଦରକାର ହେଉଥିବା ଆଧାର ଶୀଳା ଗଠନ ଚକ୍ସସଙ୍ଖବଗ୍ଧର କରିବା ଲାଗି ଏମ୍‌ଏସ୍‌ଏମ୍‌ଇର ସମୃଦ୍ଧ ଦୃଷ୍ଟିକୋଣ ପ୍ରଦାନ କରୁଥିବା ଫୋର୍ଟିଫାଏଡ୍‌ ସୂଚନା ଭିତିଭୂମି ଦରକାର ।’’

ଏମ୍‌ଏସ୍‌ଏମ୍‌ଇକୁ ଋଣ ଆବଂଟନ ତ୍ୱରାନ୍ୱିତ: ଟ୍ରାନ୍ସୟୁନିୟନ୍ ସିବିଲ୍‌ ଭୁବନେଶ୍ୱର: ଟ୍ରାନ୍ସୟୁନିୟନ୍ ସିବିଲ୍‌-ସିଡ୍‌ବି ଏମ୍‌ଏସ୍‌ଏମ୍‌ଇ ପଲସ୍ ରିପୋର୍ଟ ଜାରି ହୋଇଛି । ମହାମାରୀ ପୂର୍ବ ସମୟ ତୁଳନାରେ ଏମ୍‌ଏସ୍‌ଏମ୍‌ଇ

Read more