ବ୍ରହ୍ମପୁର: ଗ୍ରାହକମାନଙ୍କୁ ବିଦ୍ୟୁତ ବିଲ୍ ପେମେଂଟ୍ ସୁବିଧା ପ୍ରଦାନ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଟିପିଏସ୍ଓଡିଏଲ୍ର ସମସ୍ତ ଗ୍ରାହକ ଏବେ ୮ଟି ଜିଲ୍ଲାରେ ଥିବା ୧୬୫୨ କଲେକ୍ସନ ପଏଂଟ୍ରେ ସେମାନଙ୍କ ବିଦ୍ୟୁତ ବିଲ୍କୁ ସୁବିଧାରେ ପ୍ରଦାନ କରିପାରିବେ । ଏହି କଲେକ୍ସନ ପଏଂଟ୍ରେ ଗ୍ରାହକମାନେ ପ୍ରଦାନ କରିଥିବା ବିଲ୍ର ପେମେଂଟ୍ ରସିଦ ପାଇପାରିବେ । ଗ୍ରାହକମାନଙ୍କ ସୁବିଧା ଏବଂ ଡିଜିଟାଲ୍ ଗ୍ରହଣୀୟତାକୁ ନିଶ୍ଚିତ କରିବା ଲାଗି ଟିପିଏସ୍ଓଡିଏଲ୍ ପକ୍ଷରୁ ଫୋନ୍ପେ, ଆମାଜନ-ପେ, ଗୁଗୁଲ-, ଭାରତ ମନି, ଜିଓ ମନି, ପେଟିଏମ୍,
Read more