ପଞ୍ଚମ ଦିନେର ବି ଗୃହ ଅଚଳ 

– ବିଧାୟକ କ୍ଷମା ପାଥର୍ନା ଦାବିରୁ ହଟିନି ଶାସକ ଦଳ 
-ବେିରାଧୀ ସଭ୍ୟଙ୍କ ବ୍ୟଙ୍ଗ ଚିତ୍ର ଥିବା ବ୍ୟାନର ପ୍ରଦଶର୍ନ 
– ବାଚସ୍ପତିଙ୍କ ସମସ୍ତ ପ୍ରକାର ନେିବଦନ ବିଫଳ   

ଭୁବେନଶ୍ୱର  :  କ୍ରମାଗତ ଭୋବ ପଞ୍ଚମ ଦିନ ପାଇଁ ବିଧାନସଭା ଅଚଳ ଓ ଉଭୟ ଶାସକ ଓ ବେିରାଧୀ ନିଜ ନିଜ ଜିଦେର ଅଟଳ ଥିବୋବେଳ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମସ୍ତ ପ୍ରକାର ନେିବଦନ ବିଫଳ ହୋଇଛ । େତେବ ଶାସକ ଦଳର ମେନାଭାବେର ସାମାନ୍ୟ ପରିବତ୍ତର୍ନ ଦେଖା ଦେଇଛି । କାରଣ ଦ୍ୱିତୀୟ ଥର ଗୃହ ଆରମ୍ଭ ହେବୋବେଳ ସେମୋନ ପୂର୍ବ ପରି ଗୃହ ମଝିକୁ ନ ଆସି ନିଜ ନିଜ ଆସନେର ବିଧାୟକଙ୍କ କ୍ଷମା ପ୍ରାଥର୍ନା ଦାବି କରିଥେôଲ । ଏହା ସେତ୍ୱ ଗୃହ ଚାଲିବା ପାଇଁ ସ୍ୱାଭାବିକ ଅବସ୍ଥା ନ ଥିବାରୁ ବାଚସ୍ପତି ବାରମ୍ବାର ମୁଲତବୀ କରିବାକୁ ବାଧ୍ୟ ହୋଇଥେôଲ ।

ବୁଧବାର ସୋଢ ୧େ୦ର ବାଚସ୍ପତି ଶ୍ରୀ ପାତ୍ର ଆସନ ଗ୍ରହଣ କରିବା କ୍ଷଣି ଉଭୟ ଶାସକ ବେିଜଡି ଏବଂ ବେିରାଧୀ କେଂଗ୍ରସ ଓ ବେିଜପି ସଭ୍ୟ ବାଚସ୍ପତିଙ୍କ ପୋଡ଼ିଅମ ସମ୍ମୁଖକୁ ଆସି ହ…ଗାଳ ସହ ନାରାବାଜି ଦେଇଥେôଲ । ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଗୃହ ଚାଲି ପାରିବ ନାହିଁ ଶାସକ ସଭ୍ୟ ନିଜ ଜିଦେର ଅଟଳ ରହିଥେôଲ । ବେିଶଷକରି ଶାସକ ଦଳ ମୁଖ୍ୟ ସେଚତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସତ୍ୟନାରାୟଣ ପ୍ରଧାନ, ଅଶ୍ୱିନୀ ପାତ୍ର, ସ୍ନେହାଙ୍ଗିନୀ ଛୋରିଆ, ବ୍ରଜ ପ୍ରଧାନ, ଅନନ୍ତ ନାରାୟଣ ଜେନାଙ୍କ ସେମତ ପ୍ରାୟ ୨୨ରୁ ଅଧିକ ଶାସକ ସଭ୍ୟ ହଟେଗାଳ କରିଥେôଲ ।

ବେିରାଧୀ କେଂଗ୍ରସ ଓ ବେିଜପି ସଭ୍ୟମୋନ ମଧ୍ୟ ଅନୁରୂପ ଭୋବ ମଣ୍ଡିରୁ ଧାନ କିଣିବା ନେଇ ଗୃହ ମଝେିର ହୋହାଲ୍ଲା କରିଥେôଲ । କେଂଗ୍ରସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟ ଦଳୀୟ ସଭ୍ୟ ବ୍ୟଙ୍ଗ ଚିତ୍ର ଥିବା ବ୍ୟାନର ପ୍ରଦଶର୍ନ କରି ନାରାବାଜି ଦେଇଥେôଲ । ବେିରାଧୀ ଦଳ ମୁଖ୍ୟ ସେଚତକ ମୋହନ ମାଝୀ ଓ ତାଙ୍କ ବେିଜପି ଦଳର ବିଧାୟକମୋନ ମଧ୍ୟ ସରକାରୀ ବେିରାଧୀ ପୋଷ୍ଟର ଧରି ସ୍ଲୋଗାନ ଦେଇଥେôଲ । ବେିଜପି ସଭ୍ୟମୋନ ପୂର୍ବ ଦିନ ଭଳି ମଣ୍ଡିରୁ ଧାନ କିଣିବା ନେଇ ଗୃହ ମଝେିର ହୋହାଲ୍ଲା କରିଥେôଲ ।

ବାଚସ୍ପତିଙ୍କ ପୋଡ଼ିଅମ ସମ୍ମୁଖେର ଶାସକ ବେିରାଧୀଙ୍କ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହେବାରୁ  ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ପୂର୍ବାହ୍ନ ୧୦.୩୧ରୁ ମଧ୍ୟାହ୍ନ ୧୨ ଯାଏ ମୁଲତବୀ କରିଥେôଲ । ପୁଣି ଗୃହ ଆରମ୍ଭ ହେଲାମୋତ୍ର ସମାନ ସ୍ଥିତି ସୃଷ୍ଟି ହୋଇଥିଲା । ଏଥର ଗୃହ ଆରମ୍ଭ ହେବୋବେଳ ଶାସକ ସଭ୍ୟମୋନ ପୂବର୍ପରି ଗୃହ ମଝିକୁ ନ ଆସି ନିଜ ନିଜ ଆସନେର ବିଧାୟକଙ୍କ କ୍ଷମା ପ୍ରାଥର୍ନା ଦାବି କରିଥେôଲ । ଗୃହ ଚାଲିବା ପାଇଁ  ସ୍ୱାଭାବିକ ଅବସ୍ଥା ନ ଥିଲା । ବାଚସ୍ପତି ଗୃହେର ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଚେଷ୍ଟା କରିଥେôଲ ହେଁ ଅସଫଳ ହୋଇଥେôଲ । ଫଳେର ସେ ଗୃହକୁ ମଧ୍ୟାହ୍ନ ୧୨.୦୧ରୁ ଅପରାହ୍ନ ୪ଟା ଯାଏ ମୂଲତବୀ କରିଥେôଲ । ପାଞ୍ଚ ଦିନ ଧରି ଅଶାନ୍ତ ଥିବା ଗୃହ ସ୍ୱାଭାବିକ ହେବ ବୋଲି ଯେଉଁ ବିଶ୍ୱାସ ଥିଲା, ତାହା ସମ୍ଭବ ହୋଇ ନ ଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *