ଅଞ୍ଜନାଙ୍କୁ ସିବିଆଇର ପଚରାଉଚରା

ଭୁବନେଶ୍ୱର : ୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା ଓ ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ସିବିଆଇର ତଦନ୍ତ ଜାରି ରଖିଛି । ଏହି ମାମଲାରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ ପହଞ୍ଚି ପଚରାଉଚରା କରିଛନ୍ତି । ସିବିଆଇ ସହ ଆଲୋଚନା ପରେ ଅଞ୍ଜନା ମିଶ୍ର ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ପ୍ରାୟ ୩୦ ମିନିଟ ଧରି ବିବନ ବିଷୟ ନେଇ ସିବିଆଇ ସହ ଆଲୋଚନା ହୋଇଛି । ମୋ ପାଖରେ ଯାହା ତଥ୍ୟ ଥିଲା ଦେଇଛି । ସିବିଆଇ ଟିମ୍ ଯାହା ପଚାରିଲା କହିଛି । ଖୁବଶୀଘ୍ର ଚାର୍ଜସିଟ ଦାଖଲ କରିବା ଉପରେ ଗୁରୁତ୍ୱ ଦିଆଯିବ । ସିବିଆଉ ଉପରେ ଭରସା ପାଉନି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *