ବନ୍ଧୁକ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଆଲବମ୍ ଅଭିନେତା ଗିରଫ

କଟକ: ବନ୍ଧୁକ କାରବାରରେ ଆଲବମ୍‌ ଅଭିନେତା । ଆଲବମ ଅଭିନେତା ପ୍ରକାଶ ରାଉତ ଓରଫ ଜିତୁ ଗିରଫ ହୋଇଛନ୍ତି । ବାଦାମବାଡ଼ି ପୋଲିସ କବଜାରେ ୪ଜଣ ପେଶାଦାର ଅପରାଧୀ। ଅଭିଯୁକ୍ତଙ୍କଠାରୁ ୩ଟି ବନ୍ଧୁକ ଓ ୧୬ଟି ଗୁଳି ଜବତ କରାଯାଇଛି । ଦଶହରା ପୂର୍ବରୁ କଟକରେ କମିଶନରେଟ୍‌ ପୋଲିସର କ୍ଲିନ୍‌ କ୍ରାଇମ୍‌ ଅଭିଯାନ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *