ଭୁବନେଶ୍ୱର ଏମସକୁ ଆସିବ ECMO ମେସିନ

ଭୁବନେଶ୍ୱର: ଓଡ଼ିଶା ଆସିବ ଏକମୋ ମେସିନ  । କୋଭିଡ ସ୍ଥିତିରେ ଅନେକ ରୋଗୀ ଗୁରୁତର ହୋଇ ବାହାର ରାଜ୍ୟକୁ ଯାଉଥିବାବେଳେ  ଭୁବନେଶ୍ୱର ଏମ୍ସକୁ ଆସିବ ଇକମୋ ମେସିନ୍ । ଭୁବନେଶ୍ୱର AIIMS ପକ୍ଷରୁ ECMO ମେସିନ ପରଚେଜ ଅର୍ଡର ଦିଆଯାଇଛି  । ତେଣୁ ଆସନ୍ତା ଦିନରେ ଏହି ମେସିନ ଭୁବନେଶ୍ୱର ଏମସରେ ଉବଲବ୍ଧ ହୋଇପାରିବ ବୋଲି ସୂଚନା ମିଳିଛି  । କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକ ରହୁଛି ଏହି ମେସିନ  । ଯଦ୍ୱାରା ରୋଗୀ ଲାଇଫ୍ ସପୋର୍ଟରେ ରହିବା ଆବଶ୍ୟକ ପଡୁଛି  । ଏପରି ସ୍ଥିତିକୁ ନଜରରେ ରଖି ଭୁବନେଶ୍ୱର ଏମସ ପକ୍ଷରୁ  କିଣାଯିବ ECMO ମେସିନ । ଅନ୍ୟ ICUରୋଗୀଙ୍କ ପାଇଁ ବ୍ୟବହାର ହେବ ECMO ମେସିନ । ଚଳିତ ମାସ ଶେଷ ସୁଦ୍ଧା ECMO ସେବା ଭୁବନେଶ୍ୱର ଏମସରେ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *