ABASARAPRAPATA SIKASHYAYATRI SAMBARDHITA.

ଓଡିଆ ପରମ୍ପରା ସଂସ୍କୃତି ଜନଜାଗରଣ ଭିତ୍ତିକ ସଂଗଠନ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ।
ଢେଙ୍କାନାଳ:୦୪-୦୮-୨୦୨୪-(ବି.ଏନ୍.ଓ):- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓଡ଼ିଆ ପରମ୍ପରା ସଂସ୍କୃତି ଜନଜାଗରଣ ଭିତ୍ତିକ ସଂଗଠନ ପକ୍ଷରୁ ଆଦର୍ଶ ଗୃହିଣୀ ତଥା ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଗୀତା ଦେଵୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଂଗଠନର ମୂଖ୍ୟ ହରିକ୍ରିଷ୍ଣ ରାଉତଙ୍କ ତତ୍ତ୍ଵାବଧାନରେ ସଂଗଠନର ଉପଦେଷ୍ଠା ପଣ୍ଡିତ ଶତୀଶ ପ୍ରସାଦ ଆଚାର୍ଯ୍ୟ ଏବଂ ସଂଗଠନର ଅନ୍ୟତମ ସଦସ୍ୟ ଦାଶରଥି ମିଶ୍ର ଓ ଗୁରୁ ମହାନ୍ତି, ସଂସ୍କୃତି ପ୍ରଚାରକ ହିମାଦ୍ରି ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

(ଢେଙ୍କାନାଳରୁ ରୁକସାନା ବେଗମ ଙ୍କ ରିପୋର୍ଟ)

ଶିକ୍ଷୟତ୍ରୀ ଗୀତାଞ୍ଜଳି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଗରିବ ତଥା ଅନାଥ ଛାତ୍ରଙ୍କୁ ନିଜସ୍ୱ ଖର୍ଚ୍ଚରେ ପାଠ ପଢାଇ ମଣିଷ କରିଛନ୍ତି। ଏଥିସହିତ ଭୁଲ ବାଟରେ ପରିଚାଳିତ ହେଉଥିବା ଅନେକ ପିଲାଙ୍କୁ ନିଜର ବ୍ୟକ୍ତିଗତ ଉଦ୍ୟମରେ ଭଲମଣିଷ କରିପାରିଛନ୍ତି। ସଂଗଠନର ମହତ ଉଦ୍ଦେଶ୍ୟକୁ ନେଇ ବୁଦ୍ଧିଜୀବି ମାନେ ପ୍ରଶଂସା କରିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *