ଆକାଶବାଣୀ କଟକ କେନ୍ଦ୍ର ରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ।

ଆକାଶବାଣୀ କଟକ କେନ୍ଦ୍ର ରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ।

କଟକ :07.08.23 BREAKING NEWS ODIA (report by bijay kumar panda) କାଶବାଣୀ କଟକ କେନ୍ଦ୍ରର ବିଭିନ୍ନ ବିଭାଗ ର ମହିଳା କର୍ମଚାରୀ ଙ୍କ ଦ୍ଵାରା ଜାତୀୟ ହସ୍ତତନ୍ତ ବିବସ କାର୍ଯ୍ୟାଳୟ ରେ ପାଳିତ ହୋଇଯାଇଅଛି । ଏଥିରେ ହସ୍ତତନ୍ତ ର ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା ଏବଂ ଏହି ଅବସର ରେ ପ୍ରତେକ ମହିଳା କର୍ମଚାରୀ ହାତବୁଣା ଲୁଗା ପରିଧାନ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *