ଅଭିରାମ ବାରିକ୍ ଓ ସ୍ବର୍ଗତ କଳ୍ପତରୁ ପାଲ୍ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ।

ଅଭିରାମ ବାରିକ୍ ଓ ସ୍ବର୍ଗତ କଳ୍ପତରୁ ପାଲ୍ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ।

cuttack:07.08.23 BREAKING NEWS ODIA (report by umakanta jena) ଜାତୀୟ କବି ବୀରକିଶୋର ମହାବିଦ୍ୟାଳୟ ର ପୁରାତନ କର୍ମଚାରୀ ସ୍ବର୍ଗତ ଅଭିରାମ ବାରିକ୍ ଓ ପୂର୍ବତନ ଛାତ୍ର ସଂସଦ ସଂପାଦକ ସ୍ବର୍ଗତ କଳ୍ପତରୁ ପାଲ୍ (ସିନୁ) ଙ୍କ ଏକାଦଶ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ଥିବା ସମସ୍ତ ପୁରାତନ ଛାତ୍ର ସଂସଦ ର ସଭାପତି ଏବଂ ସଂପାଦକ ଙ୍କୁ ସୁକାନ୍ତ ଚନ୍ଦ୍ର ସାହାଣୀ ଧନ୍ୟବାଦ ଜଣାଇଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *