ଶିଶୁ ବିକାଶ ଅଧିକାରିଣୀ ଙ୍କୁ ବିଜେପି ପ୍ରଶିକ୍ଷଣ ସେଲ ତରଫରୁ ପ୍ରଶଂସା

ଶିଶୁ ବିକାଶ ଅଧିକାରିଣୀ ଙ୍କୁ ବିଜେପି ପ୍ରଶିକ୍ଷଣ ସେଲ ତରଫରୁ ପ୍ରଶଂସା

ଭୁବନେଶ୍ୱର :04.08.23 BREAKING NEWS ODIA (report by bijay kumar panda) ବିଶ୍ୱ ସ୍ତନ ପାନ ଦିବସ ଅବସର ରେ ଭୁବନେଶ୍ୱର ଗ୍ରାମୀଣ ଅଂଚଳ ରେ ଅବସ୍ତିତ ଥିବା 190 ଟି ଅଙ୍ଗନବାଡି କେନ୍ଦ୍ର ପର୍ୟ୍ଯ କ୍ରମେ ବିଜେପି ପ୍ରଶିକ୍ଷଣ ସେଲ ର ଅଧକ୍ଷ ଶ୍ରୀ ରବି ମହାରଣା, ଉପାଧ୍ୟାକ୍ଷା ଇଂ ଦିପ୍ତୀରେଖା ପଟ୍ଟନାୟକ ଙ୍କ ସମେତ ଭୁବନେଶ୍ୱର ମଣ୍ଡଳ ର ଶିଶୁ ବିକାଶ ଅଧିକାରିଣୀ( ଗ୍ରାମୀଣ )ଶ୍ରୀମତୀ କବିତା ମହାପାତ୍ର ପରିଦର୍ଶନ କରିବା ର କାର୍ଯ୍ୟକ୍ରମ କାର୍ଯ୍ୟରତ ଅଛି l ଉକ୍ତ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ହେଉଛି ଅତିରିକ୍ତ ଦୁର୍ବଳ ଓ ପୃଷ୍ଟି ହୀନ ଶିଶୁ ଙ୍କୁ ସନ୍ଧାନ କରିବା, ଶିଶୁ ମାନଙ୍କ ହିମୋଗ୍ଲୋବିନ ପରୀକ୍ଷା ସଠିକ ଭାବେ ପରିଚାଳନା ହେଉଛି କି ନାହିଁ ତଦାରଖ କରିବା, ଶିଶୁ ମନେ ନିୟମିତ ଭାବେ ଓଜନ ହେବା ର ତଦାରଖ ସହିତ ଶିଶୁ ଙ୍କୁ ଦିଆ ଯାଉ ଥିବା ଖାଦ୍ୟ ସାମଗ୍ରୀ ସଠିକ ଭାବେ ବଣ୍ଟନ କରା ଯାଉଛି କି ନାହିଁ ତାହା ମଧ୍ୟ ତଦାରଖ କରା ଯାଉଛି l ଶିଶୁ ବିକାଶ ଅଧିକାରିଣୀ ଙ୍କ କାର୍ଯ୍ୟ କରିବାର ସରଳି ଅତି ପ୍ରଶଂସନୀୟ ଥିବା ଅନୁଭବ କରାଯାଇ ଥିଲା ବୋଲି ପ୍ରଶିକ୍ଷଣ ସେଲ ର ଅଧ୍ୟକ୍ଷ, ଓ ଉପାଧ୍ୟାକ୍ଷା ପ୍ରକାଶ କରି ଥିଲେ l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *