ଢେଙ୍କାନାଳରେ ପ୍ରବଳ ବର୍ଷା,ଜନଜୀବନ ଅସ୍ତବ୍ୟସ୍ତ।

ଢେଙ୍କାନାଳରେ ପ୍ରବଳ ବର୍ଷା,ଜନଜୀବନ ଅସ୍ତବ୍ୟସ୍ତ।

ଢେଙ୍କାନାଳ:02.08.23 BREAKING NEWS ODIA (REPORT BY SANJAYA KUMAR SAHOO)ଢେଙ୍କାନାଳରେ ବର୍ଷା ଲାଗି ରହିଛି ଲୋକମାନେ ଛତା ଓ ରେନିକୋର୍ଟ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଲଘୁଚାପ ବର୍ଷା କମିବାର ନା ଧରୁନି।ଜନଜୀବନ ପ୍ରଭାବିତ ହୋଇଛି।ଗାଡି ମଟର,ଦୋକାନ ବଜ଼ାର ଚଳାଚଳ ରେ ବାଧାପ୍ରାପ୍ତ ଘଟିଛି। ଢେଙ୍କାନାଳ ସହର ରାସ୍ତାଘାଟ ଜନଶୂନ୍ୟ।ଢେଙ୍କାନାଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗର ଖବର ଅନୁଯାୟୀ ଢେଙ୍କାନାଳ ରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି, ସୂଚନା ମିଳିବାର କିଛି ସମୟ ପରେ ଦେଖନ୍ତୁ ଢେଙ୍କାନାଳ ସହର ଟାଉନ ପ୍ଳାନିଙ୍ଗ ର ଷୋଳ ନମ୍ବର ୱାର୍ଡ ଓ କୋଡିଏ ନମ୍ବର ୱାର୍ଡ ର ଏ ବିକଳ ଚିତ୍ର, ପ୍ରବଳ ବର୍ଷାରେ ଢେଙ୍କାନାଳ ସହରର ବର୍ଷାପାଣି ଏହି ଟାଉନ ପ୍ଳାନିଙ୍ଗ ର ଦୁଇଟି ୱାର୍ଡରେ ପଶିବା ଆରମ୍ଭ କରିଛି, ଡ୍ରେନ ଗୁଡିକ ଛୋଟ ହୋଇଥିବାରୁ ବର୍ଷା ପାଣି ଉଛୁଳୁକି ଦୁଇ ୱାର୍ଡରେ ପଶିବାରେ ଲାଗିଛି, କେତେକ ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିବା ଆରମ୍ଭ କଲାଣି, ଲୋକେ ମାନେ ମଧ୍ୟ କେହି ଘରୁ ବାହାରୁ ନାହାଁନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *