ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା
BHUBANESWAR :(BREAKING NEWS ODIA)ତବର୍ଷ ଅପେକ୍ଷା ଡେଙ୍ଗୁ ପଜିଟିଭ୍ ସଂଖ୍ୟା କମିଛି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ’ଗତବର୍ଷ ୯୮୧୩ ଟେଷ୍ଟ ହୋଇଥିଲା, ପଜିଟିଭ ଥିଲେ ୭୨୦”ଚଳିତ ବର୍ଷ ଏଯାବତ୍ ୧୭ହଜାର ୭୪୧ ଟେଷ୍ଟ, ୫୦୬ ପଜିଟିଭ୍”ଚଳିତ ବର୍ଷ ଟେଷ୍ଟ ସଂଖ୍ୟା ବଢ଼ିଛି, କିନ୍ତୁ ପଜିଟିଭ ସଂଖ୍ୟା କମିଛି”ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମ୍‌ସି ସହ ବୈଠକ ବସୁଛି’-କିପରି ଜନସଚେତନତା ବଢ଼ାଯିବ ସେ ନେଇ ଆଲୋଚନା ହୋଇଛି’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *