Two books of Sabita Hota inagurated by Hon’b Governor

*ମହାପାତ୍ର ସବିତା ହୋତାଙ୍କ ୨ଟି ପୁସ୍ତକ ମାନ୍ୟବର ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ*
ଭୁବନେଶ୍ବର, ୨୭ ଜାନୁୟାରୀ ୨୦୨୩:
କବୟତ୍ରୀ ମହାପାତ୍ର ସବିତା ହୋତାଙ୍କ ଦ୍ବାରା ରଚିତ ଦୁଇଟି କବିତା ପୁସ୍ତକ, ପଦରବିନ୍ଦରେ ଏବଂ ଆଦ୍ୟା, ଆଜି ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ କବୟତ୍ରୀ ଶ୍ରୀମତୀ ହୋତାଙ୍କ ସହିତ, ଜେଏସପିର ପ୍ରେସିଡେଣ୍ଟ ତଥା ଗ୍ରୁପ ସିଏସଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା, ସମାଜସେବୀ ପାଟ୍ଟଜୋଶୀ ତରୁଣ କୁମାର ମହାପାତ୍ର, ଆକାଶ ହୋତା ଏବଂ ନିଳୟ ଆଧାର ହୋତା ଉପସ୍ଥିତ ଥିଲେ ।
ସାଗରିକା ପ୍ରକାଶନୀ ଦ୍ବାରା ପପ୍ରକାଶିତ ଉଭୟ ପୁସ୍ତକରେ ୨୫ଟି ଲେଖାଏ କବିତା ରହିଛି । ଆଦ୍ୟା କବିତା ପୁସ୍ତକ ମାଧ୍ୟମରେ ନାରୀ ସଶକ୍ତିକରଣ ପ୍ରସଙ୍ଗକୁ ଆଜିର ସମୟରେ ନିତାନ୍ତ ଆବଶ୍ୟକତାର ମାନ୍ଯତା ଦେଇ ତ୍ବରାନ୍ବିତ କରିବାପାଇଁ, କବୟିତ୍ରୀଙ୍କର ପ୍ରଚେଷ୍ଟା।।
‘ପଦାରବିନ୍ଦରେ’ ଭକ୍ତିର ଏକ ଅର୍ଘ୍ୟ।। ଭଗବାନଙ୍କର ସେଇ ଅକ୍ଷୟ ଉର୍ଜ୍ବାରୁ ରତିଏ ମାତ୍ର ପାଇବାପାଇଁ ସମସ୍ତ ଚିନ୍ତାର  ନିଦାନ, ପ୍ରଭୁଙ୍କ ପୟରରେ ସମ୍ପୂର୍ଣ ସମର୍ପଣର ଭାବକୁ ବାଢିଦେଇଛନ୍ତି କବି ଶ୍ରୀମତୀ ହୋତା।ମହାପାତ୍ର ସବିତା ହୋତାଙ୍କ ୨ଟି ପୁସ୍ତକ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ
ଭୁବନେଶ୍ବର, ୨୭ ଜାନୁୟାରୀ ୨୦୨୩:
କବୟତ୍ରୀ ମହାପାତ୍ର ସବିତା ହୋତାଙ୍କ ଦ୍ବାରା ରଚିତ ଦୁଇଟି କବିତା ପୁସ୍ତକ, ପଦରବିନ୍ଦରେ ଏବଂ ଆଦ୍ୟା, ଆଜି ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ କବୟିତ୍ରୀ ଶ୍ରୀମତୀ ହୋତାଙ୍କ ସହିତ, ସମାଜସେବୀ ପାଟ୍ଟଜୋଶୀ ତରୁଣ କୁମାର ମହାପାତ୍ର, ଆକାଶ ହୋତା ଏବଂ ନିଳୟ ଆଧାର ହୋତା ଉପସ୍ଥିତ ଥିଲେ ।
ସାଗରିକା ପ୍ରକାଶନୀ ଦ୍ବାରା ପପ୍ରକାଶିତ ଉଭୟ ପୁସ୍ତକରେ ୨୫ଟି ଲେଖାଏ କବିତା ରହିଛି । ଆଦ୍ୟା କବିତା ପୁସ୍ତକ ମାଧ୍ୟମରେ ନାରୀ ସଶକ୍ତିକରଣ ପ୍ରସଙ୍ଗକୁ ଆଜିର ସମୟରେ ନିତାନ୍ତ ଆବଶ୍ୟକତାର ମାନ୍ଯତା ଦେଇ ତ୍ବରାନ୍ବିତ କରିବାପାଇଁ, କବୟିତ୍ରୀଙ୍କର ପ୍ରଚେଷ୍ଟା।।
‘ପଦାରବିନ୍ଦରେ’ ଭକ୍ତିର ଏକ ଅର୍ଘ୍ୟ।। ଭଗବାନଙ୍କର ସେଇ ଅକ୍ଷୟ ଉର୍ଜ୍ବାରୁ ରତିଏ ମାତ୍ର ପାଇବାପାଇଁ ସମସ୍ତ ଚିନ୍ତାର  ନିଦାନ, ପ୍ରଭୁଙ୍କ ପୟରରେ ସମ୍ପୂର୍ଣ ସମର୍ପଣର ଭାବକୁ ବାଢିଦେଇଛନ୍ତି କବି ଶ୍ରୀମତୀ ହୋତା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

5 thoughts on “Two books of Sabita Hota inagurated by Hon’b Governor

Leave a Reply

Your email address will not be published. Required fields are marked *