ଶ୍ରୀମନ୍ଦିର ଗୁମୁଟରୁ ଡେଇଁ କିନ୍ନରଙ୍କର ମୃତ୍ୟୁ

ପୁରୀ,1st May,(Bnews): ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା ଗୁମୁଟରୁ ଡେଇଁ ଜଣେ କିନ୍ନରଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ବଳରାମ ରାଉତ । ତାଙ୍କ ଘର ପୁରୀ ଜିଲ୍ଲା ନିମାପଡା-ଗୋପ ଅଞ୍ଚଳରେ ବୋଲି ପୁଲିସ ସୂଚନା ଦେଇଛି । ସେ ଆନନ୍ଦ ବଜାର ଭେଟ ମଣ୍ଡପ ପାଖ ଦେଇ ଗୁମୁଟକୁ ଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାରକରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କେଉଁ କାରଣରୁ ସେ ଗୁମୁଟରୁ ଡେଇଁଲେ ସେ ବିଷୟରେ ଜଣା ପଡି ନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *