ସଭାପତି ପଦ ମିଳିଲେ ଛାଡିବିନି: ତାରା ବାହିନୀପତି

ଭୁବନେଶ୍ୱର,1st May,(Bnews):– କଂଗ୍ରେସ ଦଳରେ ଭିତରେ ବାହାରେ ଅସନ୍ତୋଷ ।ରାଜ୍ୟରେ ଦଳର ମଙ୍ଗ କିଏ ଧରିବ ତାକୁ ନେଇ ବହୁ ଦିନ ଦଳ ଭିତରେ ଗୋଷ୍ଠୀ କନ୍ଦଳ । ପିସିସି ସଭାପତି ପଦ ପାଇଁ ବହୁ ଆଶାୟୀ । ପ୍ରତି ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରୁଥିବା ବେଳେ ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଇବାର ବ୍ୟସ୍ତ । ସେହି ଅସନ୍ତୋଷ କନ୍ଦଳ ଭିତରେ ବରିଷ୍ଠ କଂଗ୍ରସ ନେତା ତଥା କୋରାପୁଟ ବିଧାୟକ ଦଳର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି । ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କଥା କହିଛନ୍ତି ।

ହେଲେ ସେ ପ୍ରଦେଶ କଂଗ୍ରେସର ସଭାପତି ପଦ ପାଇଁ ସେ ବେଶ୍‌ ଆଶାବାଦୀ । ଏଥିପାଇଁ ସେ କାହାକୁ ଖୋସାମଦ କରିବେ ନାହିଁ , ସଭାପତି ପଦ ମିଳିଲେ ଛାଡିବେ ନାହିଁ ବୋଲି କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *