ମା’ର ତଣ୍ଟି କାଟି ହତ୍ୟା କଲା ପୁଅ

ବରଗଡ଼,19th April (BNews): ବ୍ଲେଡରେ ତଣ୍ଟି କାଟି ମାଆକୁ ହତ୍ୟା କଲା ନୃସଂଶ ପୁଅ। ବରପାଲି ଥାନା କୁମ୍ଭାରୀ ଗାଁରେ ଘରୋଇ କଳିରୁ ଘଟିଛି ବୀଭତ୍ସ କାଣ୍ଡ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ପୁଲିସ ମା’ର ମୃତଦେହକୁ ଜବତ ସହ ପୁଅକୁ ଗିରଫ କରିଥିଲା। ପୁଅର ମାନସିକ ବିକୃତି ଯୋଗୁ ସେ ଏଭଳି କାଣ୍ଡ ଭିଆଇଥିବା ଆଲୋଚନା ହେଉଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *