ଶିକ୍ଷକଙ୍କୁ କ୍ଲାସ୍‌ରୁମ୍‌ରେ ମୋବାଇଲ୍‌ ମନା

ସମ୍ବଲପୁର : କ୍ଲାସ୍‌ରୁମ୍‌ରେ ଶିକ୍ଷକଙ୍କୁ ମୋବାଇଲ୍‌ ମନା । ପାଠ ପଢ଼ାଉଥିବା ବେଳେ ଶିକ୍ଷକ ଚଲାଇପାରିବେ ନାହିଁ ମୋବାଇଲ୍‌ । ଏପରି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ । ମୋବାଇଲ ଆଣି ଶିକ୍ଷକମାନେ ପାଠପଢାରେ ମନ ଦେଉନାହାନ୍ତି । ଅଧିକ ସମୟ ମୋବାଇଲ ବ୍ୟବହାର କରୁଛନ୍ତି । ଯାହାଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ତେଣୁ ଏପରି ନିଷ୍ପତ୍ତି ନିଆଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି | ତେବେ ଏହି ଆଦେଶକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *